ବଢବା ଜାଡ୍‌

ପଞ୍ଚକ୍‌ନୁ ରାଜ୍ୟନେ କମବା ପାରା, ଆଗକେ କେତେ ଜାଗାନେ ହେଇପାରେ ବର୍ଷା

0

ରାଏଜେ ବଢବା ଜାଡ୍ । ନଭେମ୍ବର ଶେଷ୍ ତକ୍ ଜବର୍ ଜାଡ୍ ବଢବାର ସମ୍ଭାବନା ରହିଛେ । ଆଗକେ ପାରା ଆହୁରି କମ୍‌ବାର ନେଇକରି ଆଞ୍ଚଳିକ ପାଏନ୍‌ପାଗ ବିଭାଗ ଆଡୁ କୁହାଯାଇଛେ । ଆଏବାର ୨ ଦିନ୍ ରାଜ୍ୟର କେତେଟା ଜାଗାନେ ବର୍ଷା ହେଇପାରେ , ଯେନଥିର ଲାଗି ପାରା ବେଶି ନାଇଁ କମେ । ହେଲେ ୨୨ ତାରିଖ ବାଦ୍‌ନୁ ପାରା କମବାର ଆରମ୍ଭ ହେବା । ୩ରୁ ୪ ଦିନ ଭିତରେ ପାରା ୪ନୁ ୫ ଡିଗ୍ରୀ କମବାର ସାଙ୍ଗେ ରାଏଜେ ଜାଡ୍ ବଢବା ।

ପଞ୍ଚକ୍ ବେଲକେ ଜବର ଥଣ୍ଡା ଲାଗବା । ଆଗକେ କେ୍େ‌ଟା ଜାଗାନେ ବର୍ଷା ହେବାର ସମ୍ଭାବନା ଥିବାରୁ ଟିକେ ଜାଡ୍ କମବା ଆରୁ ତାର ବାଦ୍ ଜବର ଥଣ୍ଡା ଲାଗବା । ଗଲା ୨୪ ଘଣ୍ଟା ଭିତରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଆରୁ ବାଲେଶ୍ୱର ଜିଲ୍ଲାନେ ହାଲକା ବର୍ଷା ହେଇଯାଇଛେ । ସେନ୍ତା ରାଜ୍ୟର ସୋନପୁର ଜିଲ୍ଲାନେ ସବୁନୁ କମ୍ ୧୫.୨ ଡିଗ୍ରୀ ପାରା ରେକର୍ଡ କରାଯାଇଛେ । କୋରାପୁଟନେ ଆର ଦାରିଙ୍ଗବାଡିନେ ୧୫ ଡିଗ୍ରୀ ପାରା ରେକର୍ଡ କରାଯାଇଛେ ।

Leave A Reply

Your email address will not be published.