ପେଶାନେ ଡାକୁଆ… ନିଶାନେ କଲାକାର୍

0

ପେଶାନେ ସେ ଜନେ ଡାକୁଆ… ନାଁ ତାଁକର୍ ବ୍ରହ୍ମାନନ୍ଦ ବନ୍‌ଛୋର୍ । ସେ ଡାକ୍ ବିଭାଗ୍‌ନେ କାମ୍ କର୍‌ସନ୍ ଆର୍ ଘର୍ ଘର୍ ଲୋକ୍‌ମାନ୍‌କୁ ଚିଠିପତର୍ ପହଁଚେଇ ଦେସନ୍ । ବାକି ମନ୍ ତାଁକର୍ ଘିଚି ହେଉଥିସି ଆର୍ ଗୁଟେ ନିକେ । ତାଁକର୍ ନିଶା ହେଉଛେ ‘କଲା’… ନିଜର୍ ଆତ୍ମିକ୍ ସତ୍ତା ଭିତ୍‌ରେ ସେ ଜନେ ଜନମ୍‌ଜାତ୍ କଲାକାର୍ । ଛୁଆ ଦିନୁ ଏକା ତାଁକର୍ ଗୀତ୍ ଗାଏବାର୍‌କେ ତାଁକର୍ ଇଚ୍ଛା । ଜୀବନ୍ ନେ ଆଗ୍‌କେ ଯାଇକରି ସେ ଗୀତ୍ ବି ଗାଇଛନ୍‌.. ଅଭିନୟ ବି କରିଛନ୍ । ତାଁକର୍ ସପନ୍ ଯେ ସେ ଆଗ୍‌କେ ଫିଲିମ୍‌ଟେ ବି ବନାବେ । ବଲାଙ୍ଗିର୍ ଇ ସୁପରଷ୍ଟାର୍ ‘ଡାକୁଆ’କଁର୍ ବାବାଦ୍‌ନେ ଅଧିକା ଜାନ୍‌ବାର୍ ଲାଗି ଦେଖୁନ୍ ଇ ଭିଡିଓ ।

Leave A Reply

Your email address will not be published.