ଆରମ୍ଭ ହେବା ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍

0

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍ ମୂଲ କର୍‌ବାର୍ କେ ନେଇକରି ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ ଅନୁସାରେ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଲ୍ ସମ୍ବଲପୁର୍ ର୍ ସମଲେଇ ମନ୍ଦିର୍ ପରିଦର୍ଶନ୍ କରିଛନ୍ । ମନ୍ଦିର୍ ର ବିକାଶ୍ ଆର୍ ମନ୍ଦିର୍ କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ଆଗ୍‌ରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସମଲେଇ ମନ୍ଦିର୍ ର୍ ବିକାଶ୍ ପ୍ରକଳ୍ପ ନେ ମନ୍ଦିର୍ କରିଡର୍ , ଭୋଗ୍ ମଣ୍ଡପ୍ , ଯାତ୍ରୀ ନିବାସ , ପାର୍କିଂ ସୁବିଧାର୍ କାମ୍ ସବୁ ମୂଲ୍ କରାଯିବା । ରାଜ୍ୟ ସରକାର୍‌କଁର୍ ୫ଟା ବିକାଶ୍ କାମ୍ ଅଧୀନ୍ ଥି ଇ ପ୍ରକଲ୍ପ ର୍ କାମ୍ କରାଯିବା ଆର୍ ୨ ବରଷ୍ ନେ କାମ୍ ଶେଷ୍ କରାଯିବା ବଲିକରି ସୂଚନା ମିଲିଛେ ।

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ବିକାଶ୍ କାମ୍ ଲାଗି ଆଏଜ୍ ପଶ୍ଚିମ୍ ଓଡିଶା ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ , ମୁଖ୍ୟ ଶାସନ୍ ସଚିବ୍ ଶ୍ରୀ ସୁରେଶ୍ ଚନ୍ଦ୍ର ମହାପାତ୍ର , ଆର୍ (୫-ଟି) ସଚିବ୍ ଶ୍ରୀ ଭି.କେ ପାଣ୍ଡିଆନ୍ ସମ୍ବଲପୁରର୍ କେ ଯାଇକରି ପ୍ରକଳ୍ପ କାମ୍ ବାବ୍‌ଦେ ଆଲୋଚନା କରିଥିଲେ । ରାଜ୍ୟ ର୍ ପୂର୍ତ୍ତ ସଚିବ୍ ଆର୍ ସମ୍ବଲପୁର୍‌ର ଜିଲ୍ଲାପାଳ , ଉତ୍ତରାଚଂଳ ଆର୍‌.ଡି.ସି .ଡି.ଆଇ.ଜି ଆର୍ ଏସ୍‌ପି ଭିଲ୍ ଉପସ୍ଥିତ୍ ଥିଲେ । ବହୁତ୍ ଜଲ୍‌ଦି ମନ୍ଦିର୍ ର୍ କାମ୍ ଆରମ୍ଭ କରାଯିବା ବଲିକରି ପ୍ରତିନିଧୀ ଦଲ୍ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.