ବସ୍ ଯିବାର ଆଏବାର ବନ୍ଦ୍ ହେଲା ଉତାରୁ କାଣା କହୁଛନ୍ ବସ୍ କର୍ମଚାରୀ

0

ଲକଡାଉନ୍ ଉତାରୁ ବସ୍‌ଥି ଯିବା ଆଏବାର ବନ୍ଦ୍ ହେଇଯାଇଛେ । ବସ୍ ଗାଡି ମଟର ବନ୍ଦ୍ ହେଇଯିବାରନୁ ଇହାଦେ ଇଥରେ କାମ୍ କରୁଥିବାର କର୍ମଚାରୀ ବନେ ହଏରାନ୍ ହେଉଛନ୍ । ଗାଡି ମଟର ଚାଲଲେ ହିଁ ଇମାନକଁର କୁଟୁମ୍ ଚଲୁଥିଲେ ହେଲେ ଇହାଦେ ରୁଜଗାର ବନ୍ଦ୍ ହେଇଯାଇଥିବାରନୁ ଚିନ୍ତାନେ ଅଛନ୍ ବସ୍ କର୍ମଚାରୀ । ସରକାରକଁର ନିୟମ୍‌କେ ମାନିକରି ସେମାନେ ବସ୍ ନାଇଁ ଚଲେଇକରି ବନ୍ଦ୍ ରଖିଛନ୍ । ହେଲେ ଇହାଦେର ଏନ୍ତା ସ୍ଥିତିନେ କୁଟୁମ୍ ବାଟୁମ୍ ପୁଷବାର ଲାଗି କିଛିଟା ସହଯୋଗ ଲାଗି ଅନୁରୋଧ୍ କରିଛନ୍ ସରକାରକୁଁ । ଇତାକେ ନେଇକରି କାଣା କହୁଛନ୍ ବସ୍ କର୍ମଚାରୀ ଦେଖମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.