ବେଙ୍କ ବାହାରୁ ଲୁଟ୍‌

କଣ୍ଟାବାଞ୍ଜି ଆନ୍ଧ୍ରା ବେଙ୍କ ବାହାରୁ ୭ ଲାଖ୍ ଟଙ୍କା ଲୁଟି ନେଲେ ଲୁଟେରା

0

ବଲାଙ୍ଗିର କଣ୍ଟାବାଞ୍ଜି ଆନ୍ଧ୍ରା ବେଙ୍କ ବାହାରୁ ଲୁଟ୍ । ଝନେ ଗରାଖକଁରନୁ ୭ ଲାଖ୍ ଟଙ୍କା ଲୁଟି ନେଲେ ଲୁଟେରା । ଇ ନେଇକରି କଣ୍ଟାବାଞ୍ଜି ଥାନାନେ ଲିଖିତ୍ ଅଭିଯୋଗ କରାଯାଇଥିବାର ବେଲେ ପୁଲିସ୍ ତଦନ୍ତ ମୁଲ୍ କରିଛେ । ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାଏକ କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାନେ ଥିବାର ଆନ୍ଧ୍ରା ବେଙ୍କକେ ଟଙ୍କା ଉଠାବାର ଲାଗି ଯାଇଥିଲେ । ବେଙ୍କନୁ ସେ ଟଙ୍କା ଉଠେଇକରି ବାହାରେ ଥିବାର ନିଜର ବୋଲେରୋ ଗାଡି ଚଢୁଥିବାର ବେଲେ ଦୁଇ ଝନ୍ ଲୁଟେରା ପଲସର ଗାଡିନେ ଆସିକରି ତାକଁର ହାତୁ ଟଙ୍କା ଛଡେଇନେଇଥିଲେ । ତାକଁର ବେଗରେ ୭ ଲାଖ୍ ଟଙ୍କା ଥିବାର ଜନାପଡିଛେ । ସେ ବେଙ୍କନୁ ଟଙ୍କା ଉଠାଲା ସମିଆଁନେ ଲୁଟେରା ତାକୁଁ ଦେଖିଥିଲେ ଆରୁ ଲୁଟ୍ କରିଥିବାର ଜନାପଡିଛେ । ସେଆଡେ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଆଧାରନେ ପୁଲିସ ତଦନ୍ତ ଚଲେଇଛେ ।

Leave A Reply

Your email address will not be published.