ଟ୍ରେନ୍‌ନେ ପିଟି ହେଇକରି ଗଲା ଯୁଆନକଁର ଜୀବନ୍‌

ସମ୍ବଲପୁର ଫାଟକନେ ଦୁର୍ଘଟଣା, ଯୁଆନକଁର ମୃତ୍ୟୁର ଲାଇଭ୍ ଚିତ୍ର ହେଉଛେ ଭାଇରାଲ୍‌

0

ନିଜର ଭୁଲ୍ ଲାଗି ଅକାରଣଥି ଗଲା ଯୁଆନକଁର ଜୀବନ୍ । ରେଲ ଲାଇନ୍ ପାର୍ ହେଉଥିବାର ବେଲକେ ଆସୁଥିବାର ଟ୍ରେନ୍ ଦିହେ ପିଟିହେଇକରି ଜନେ ଯୁଆନକଁର ଜୀବନ୍ ଯାଇଛେ । ଘଟନାଟା ସମ୍ବଲପୁର ଫାଟକ ରେଲ ଷ୍ଟେସନର ହେଇଥିବାର ନେଇକରି ଜନାପଡିଛେ । ଦୁର୍ଘଟଣାର ଚିତ୍ର ସିସିଟିଭିନୁ ମିଲିଛେ ଯେନଟାକି ଇହାଦେ ଭାଇରାଲ୍ ହେଉଛେ । ଟ୍ରେନ୍ ଆସୁଥିବାର ସିଗନାଲ୍ ନାଇଁ ଦେଖିକରି ଅସୁରକ୍ଷିତ୍ ହିସାବେ ରେଲ୍ ଲାଇନ୍ ପାର୍ ହେବାର କଥା ମହଙ୍ଗା ପଡିଛେ ଯୁଆନ୍‌କୁଁ । ଇ ଘଟନାର ସିସିଟିଭି ଚିତ୍ରନୁ ବାରି ହେଇଯାଉଛେ ଯେ ଫି ଦିନ୍ ଅସବାଧନତା ଲାଗି କେତେ ଲୁକକଁର ଦୁର୍ଘଟଣାନେ ଅକାରଣନେ ଜୀବନ୍ ଯାଉଛେ । ସେଆଡେ ଏନ୍ତା ଘଟନା ଉତାରୁ ସମ୍ବଲପୁର ଫାଟକ ଅଂଚଲନେ ଚର୍ଚ୍ଚା ବନିଛେ ।

Leave A Reply

Your email address will not be published.