କେସିଙ୍ଗାନେ ହେବା ରାଏଜ୍‌ର ପହେଲା ମଡେଲ୍ ବସ୍ତି 

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କଁର୍ କଲାହାଣ୍ଡି ଗସ୍ତ ନେ କାଲି ଇନ୍ଦ୍ରାବତୀ ମେଗା ପ୍ରକଲ୍ପ ର ଉଦ୍‌ଘାଟନ୍ କରବାର୍ ସାଙ୍ଗେ କେସିଙ୍ଗା ର୍ ମଡେଲ୍ ବସ୍ତିର୍ ଉଦ୍‌ଘାଟନ୍ କରାଯାଇଛେ । କଲାହାଣ୍ଡି ଜିଲ୍ଲା ନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ଉଦଘାଟନ୍ କରିଥିବାର୍ ପ୍ରକଲ୍ପ୍ ମାନକଁର୍ ଲାଗି ଜିଲ୍ଲାବାସୀ କେ ୨୦୧୮.୨୦୯ କୋଟି ଟକାଁ ପ୍ରଦାନ୍ କରାଯାଇଛେ । ସେ ଭିତ୍‌ରୁ କେସିଙ୍ଗା ବ୍ଲକ୍ ଆର୍ ଏନ୍‌ଏସି ଅଂଚଲ୍ ର୍ କେତେଟା ପ୍ରକଲ୍ପର୍ ଉଦ୍‌ଘାଟନ୍ କରାଯାଇଛେ । ସେନ୍ତା କେସିଙ୍ଗା ନେ ମଡେଲ୍ ବସ୍ତିର୍ ବନାବାର୍ ଲାଗି ଶିଳାନ୍ୟାସ୍ କରିଛନ୍ ମୁଖ୍ୟମନ୍ତ୍ରୀ । ମଡେଲ୍ ବସ୍ତି ଲାଗି ୯୫ ଲକ୍ଷ ନୁ ଅଧିକା ଟକାଁର୍ କାମ୍ କରାଯିବା । ଲୋକ୍‌ମାନକଁର୍ ରହେବା ଲାଗି ଗୁଟେ ଜନବସତି ବସ୍ତି ସାଙ୍ଗେ ସ୍ମାର୍ଟ ପାର୍କ ଆର୍ ଶ୍ମଶାନ୍ ତିଆରି କରାଯିବା । ଯେନଟା ରାଏଜର୍ ପହେଲା ମଡେଲ୍ ବସ୍ତି ହେବା । ସେନ୍ତା କେସିଙ୍ଗା ବ୍ଲକ୍ ସିରୋଲ୍ ନେ ୩୫ ଲାଖ୍ ଟକାଁର୍ କଲ୍ୟାଣ ମଣ୍ଡପ୍ , ୨୭ ଲାଖ୍ ଟକାଁର୍ ଓଭର୍‌ହେଡ୍ ପାଏନ୍ ଟାକିଁ ଆର୍ ମିଶନ୍ ଶକ୍ତି ଗୃହ୍ କେ ଭିଲ୍ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟିତ୍ କରିଛନ୍ ।

Leave A Reply

Your email address will not be published.