ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ

ବରଗଡ଼ ଆରୁ ବଲାଙ୍ଗିର ଜିଲ୍ଲାର ଭିନ୍ ଭିନ୍ ପ୍ରକଳ୍ପ ଆରୁ ବିକାଶ କାମ୍‌ର କରବେ ସମୀକ୍ଷା

0

ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ ଭିକେ ପାଣ୍ଡିଆନ । ବରଗଡ଼ ଆରୁ ବଲାଙ୍ଗିର ଗସ୍ତ କରିଛନ୍ ୫-ଟି ସଚିବ । ଇ ଅବସରନେ ବରଗଡ଼ ପାଇକମାଲ ନୃସିଂହନାଥ ମନ୍ଦିର ବୁଲି ଦେଖବାର ସାଙ୍ଗେ ଇଠାନେ ହେଉଥିବାର ବିକାଶମୁଖି କାମ୍‌ର ସମୀକ୍ଷା କରବେ । ସେଆଡେ ବଲାଙ୍ଗିର ହରିଶଙ୍କର ମନ୍ଦିର ଯାଇକରି ଭିନ୍ ଭିନ୍ କାମ୍ ଦେଖବାର ସାଙ୍ଗେ ବହୁ ପ୍ରତିକ୍ଷିତ୍ ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପର ଭିଲ୍ ତଦାରଖ କରବାର କାର୍ଯ୍ୟକ୍ରମ୍ ରହିଛେ । ୫-ଟି ସଚିବକଁର ସାଙ୍ଗେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣ ଭିଲ୍ ଇ ସବୁ ଜାଗା ଯାଇକରି ଭିନ୍ ଭିନ୍ କାମର ସମୀକ୍ଷା କରବାର କାର୍ଯ୍ୟକ୍ରମ୍ ରହିଛେ ।

Leave A Reply

Your email address will not be published.