କେବିସି ନେ ଓଡିଶାର୍‌ ଅଧ୍ୟାପିକା

0

କୋନ୍‌ ବନେଗା କରୋଡ୍‌ପତି (କେବିସି)ନେ ଭାଗ୍‌ ନେବାର୍‌କେ ଯାଉଛନ୍‌ ଓଡିଶାର୍‌ ଜନେ ଅଧ୍ୟାପିକା ସସ୍ମିତା କର୍‌ । କେବିସିନେ ଭାଗ୍‌ ନେବାର୍‌ ପ୍ରକ୍ରିୟା ଜୁନ୍ ମାସ୍‌‌ନୁ ଆରମ୍ଭ ହେଇଥିଲା । ପହେଲା ରାଉଣ୍ଡ୍‌ ନେ ସଫଲତା ପାଏବାର୍‌ ଉତାରୁ ସେକେଣ୍ଡ ରାଉଣ୍ଡନେ ଭିଲ୍‌ ସଫଲତା ପାଇକରି ସେ ଆଗ୍‌କେ ଯାଇଥିଲେ । ତାର ଉତାରୁ ତାକୁଁ କେବିସି ର ଫାଇନାଲ୍‌ ରାଉଣ୍ଡ୍‌ ଲାଗି ବଛା ଯାଇଥିଲା ।

ଆଏବାର୍‌ ୨୧ ଆର୍‌ ୨୩ ତାରିଖ୍‌ନେ ସେ ମୁମ୍ବାଇନେ କେବିସିର୍‌ ହଟ୍‌ସିଟ୍‌ ଥି ବସବେ ଆର୍‌ ଅମିତାଭ ବଚ୍ଛନକଁର୍‌ ପ୍ରଶ୍ନର୍‌ ଉତ୍ତର୍‌‌ ଦେବେ । ସସ୍ମିତା ରମାଦେବୀ ମହିଲା ବିଶ୍ୱବିଦ୍ୟାଲୟ ର୍‌ ବିଏଡ୍‌ ବିଭାଗର୍‌ ଅଧ୍ୟାପିକା ହିସାବେ କାମ୍‌ କର୍‌ସନ୍‌ । ତାହାକୁଁ କେବିସି ନେ ସୁଯୋଗ୍‌ ମିଲବାର୍‌ ଉତାରୁ ତାକଁର୍‌ ପାସ୍‌କେ ଗୂର୍ଦୁଟେ ଶୁଭେଚ୍ଛା  ଆସିଛେ । ଆର୍‌ ମୁମ୍ବାଇ କେ ଯିବାର୍‌ ଆଗ୍‌ରୁ କେବିସି ଲାଗି ତାକଁର୍‌ ଘରେ ଆର୍‌ ରମାଦେବୀ ବିଶ୍ୱବିଦ୍ୟାଲୟ ନେ ସୁଟିଂ କରାଯାଇଛେ ।

Leave A Reply

Your email address will not be published.