ନୂଆଁ ଅବତାରନେ ଶ୍ରଦ୍ଧା

ଅପକମିଂ ମୁଭିନେ ନାଗିନ୍ ରୋଲ ପ୍ଲେ୍ଲ କରବେ ଶ୍ରଦ୍ଧା କପୁର

0

ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କର ଅପକମିଂ ଫିଲ୍ମକେ ନେଇକରି ଇହାଦେ ଚର୍ଚ୍ଚା ଚାଲିଛେ । କାଣା ହେଲା ଯେ କି, ଇଥରେ ଶ୍ରଦ୍ଧା ଗୁଟେ ନୁଆଁ ଅବତାରନେ ନଜର ଆସବେ । ଶ୍ରଦ୍ଧା ତାଙ୍କର ଅପକମିଂ ଫିଲ୍ମନେ ବଡ୍ ପରଦାନେ ନାଗିନ ଚରିତ୍ରନେ ନଜର ଆସବେ । ପହେଲାନୁ ଭିଲ ଖୋବଟେ ନାଁକରା କଲାକାର ନାଗିନ୍ ରୋଲ ପ୍ଲେ କରିଛନ୍ ଆର ଦର୍ଶକଙ୍କର ମନ ଭିଲ ଘିନିଛନ୍ । ବଲିଉଡର ଚାନ୍ଦନୀ ଶ୍ରୀଦେବିଙ୍କୁ ଦର୍ଶକ ନାଗିନ ଭୁମିକାନେ ଦେଖିଆସିଥିଲେ ,ହେଲେ ଇହାଦେ ଶ୍ରଦ୍ଧା ଇହାଦେ ଇ ରୋଲ ପ୍ଲେ କରବେ । ତେଭେ ଇଠାନେ ଆମେ କହି ରକବାର ଲାଗି ଚାହେଁମୁ କି ଶ୍ରଦ୍ଧା ଶ୍ରୀଦେବିଙ୍କର ବହୁତ ବଡ ଫ୍ୟାନ୍ । ଯେନଥିର ଲାଗି ଇ ରୋଲ ମିଲିଥିବାର ନେଇକରି ସେ ତାଙ୍କର ଖୁସି ସୋସିଆଲ ମିଡିଆନେ ଜାହିର କରିଛନ । ଇ ଚଲଚ୍ଚିତ୍ରର ନିର୍ଦ୍ଦେଶନା ବିଶାଲ୍ ଫୁରିୟା ଦେଉଥିବାର ବେଲେ ତାର ପ୍ରଯୋଜନା ଭାର ନିଖିଲ୍ ଦ୍ୱିବେଦୀ ତୁଲଉ ଥିବାର ଶୁନବାରକେ ମିଲୁଛେ ।

Leave A Reply

Your email address will not be published.