ରାଜ୍ୟସଭା ସାଂସଦ୍ ରଂଜନ୍ ଗୋଗୋଇକୁଁ ‘ଜେଡ ପ୍ଲସ୍‌’ ସୁରକ୍ଷା

0

ଦେଶର୍ ପୂର୍ବତନ୍ ମୁଖ୍ୟ ବିଚାର୍‌ପତି ରଂଜନ୍ ଗୋଗୋଇକୁଁ କେନ୍ଦ୍ର ସରକାରକଁର୍ ଆଡୁ ସବୁ ନୁ ବଡ ‘ଜେଡ୍ ପ୍ଲସ୍ ‘ ସୁରକ୍ଷା ଦିଆଯିବା ବଲିକରି ଘୋଷଣା କରାଯାଇଛେ । ଗୋଗୋଇ ପହେଲା ନୁ ସୁପ୍ରିମ୍‌କୋର୍ଟ ର ମୁଖ୍ୟ ବିଚାରପତି ଥିବାର୍ ବେଲ୍‌କେ ଇହାଦେ ସେ ରାଜ୍ୟସଭାର୍ ସଦସ୍ୟ ଅଛନ୍ । ସେଥିର୍ ଲାଗି ତାହାକୁଁ ଦିଲ୍ଲୀ ପୁଲିସ୍ ର ସୁରକ୍ଷା ବଦଲ୍ ଥି ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ (ସିଆର୍‌ପିଏଫ୍‌) ର୍ ‘ଜେଡ୍ ପ୍ଲସ୍‌’ ଭିଆଇପି ସୁରକ୍ଷା ଦିଆଯିବା ବଲିକରି କେନ୍ଦ୍ର ସରକାର୍ ଘୋଷଣା କରିଛନ୍ ।

Leave A Reply

Your email address will not be published.