ବାଇକ୍ ଉପରେ ଚଢିଗଲା ବସ୍‌, ୩ ଜନକଁର ଗଲା ଜୀବନ୍

ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡା ଠାନେ ଘଟିଥିବାର ଦୁର୍ଘଟନାନେ ୩ ଜନକଁର ଜୀବନ୍ ଯାଇଛେ ଜନେ ଗୁରୁତର୍‌

0

ବାଇକ୍ ଉପରେ ମାଡିଗଲା ବସ୍ । ଦୁର୍ଘଟଣାନେ ତିନ ଜନ୍‌କଁର ଜୀବନ୍ ଯାଇଥିବାର ବେଲକେ ଆର ଜନେ ଗୁରୁତର ହେଇଛନ୍ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡା ଠାନେ ଏନ୍ତା ଦୁର୍ଘଟନା ଘଟିଛେ । ଗୁଟେ ବସ୍ ବାଇକ୍ ଉପରେ ମାଡିଯିବାରନୁ ଦୁର୍ଘଟନା ଘଟିଥିବାର ଜନାପଡିଛେ । ଘଟନା ଜାଗାନେ ହିଁ ତିନ୍ ଜନକଁର ଜୀବନ୍ ଯାଇଥିବାର ନେଇକରି ସୂଚନା ରହିଛେ । ମୃତକମାନେ ସ୍ଥାନୀୟ ଅଂଚଲର ହେଇଥିବାର ନେଇକରି ଅନୁମାନ୍ କରାଯାଉଛେ । କେ.ଗାଁ ଆଡୁ ଧର୍ମଗଡ଼ ଆସୁଥିବାର ଜୟ ଜଗନ୍ନାଥ ବସ୍ ଦୁର୍ଘଟଣା ଘଟେଇଛେ । ଘଟନା ଜାଗାନେ ଦମକଲ ବାହିନୀ ସାଙ୍ଗେ ପୋଲିସ୍ ପୁହୁଞ୍ଚି କରି ଉଦ୍ଧାର କାର୍ଯ୍ୟ କରିଥିଲେ । ସେଆଡେ ଇହାଦେ ତକ୍ ମରିଥିବାର ଲୋକକଁର ପରିଚୟ ନାଇଁମିଲିପାରିଥିବାର ବେଲକେ ପୁଲିସ୍ ତଦନ୍ତ ମୁଲ୍ କରିଛେ ।

Leave A Reply

Your email address will not be published.