ଇବ୍ ନଦୀନୁ ଉଦ୍ଧାର ହେଲା ଖଁଣ ଖଁଣ ମଲାଦେହ୍‌

ସୁନ୍ଦରଗଡ଼ ଇବ ନଦୀନୁ ଜନେ ଯୁଆନକଁର କଟାମୁଣ୍ଡ ଆରୁ ଗୁଟେ କଟା ଗୋଡ୍ ଉଦ୍ଧାର

0

ସୁନ୍ଦରଗଡ଼ ଇବ ନଦୀନୁ ମଲାଦେହ ଖଁଣ ଖଁଣ ହେଇକରି ଭାସୁଥିବାର ଦେଖବାକେ ମିଲିଛେ । ଜନେ ଯୁଆନକଁର କଟାମୁଣ୍ଡ ଆରୁ ଗୁଟେ କଟା ଗୋଡ୍ ଉଦ୍ଧାର କରାଯାଇଛେ । ଆର ଗୁଟେ କଟା ଗୋଡ୍ ନାଇଁ ମିଲୁଥିବାର ବେଲକେ ପୁଲିସ ଖୁଜୁଛେ । ମଲାଦେହର ଅବସ୍ଥା ଦେଖିକରି ତାକଁର ମୁଡ୍ ଆରୁ ଗୋଡ୍ କାଟିକରି ମାରିଦିଆଯାଇଥିବାର ସନ୍ଦେହ କରାଯାଉଛେ । ସେଆଡେ ମରିଥିବାର ଯୁଆନ ଜନକ୍ ସୁନ୍ଦରଗଡ଼ ତଳସରା ଅଂଚଲର ବଲି ପ୍ରାଥମିକ୍ ତଦନ୍ତନୁ ଜନାପଡିଛେ । ହତ୍ୟାର କାରଣ ଇହାଦେ ତକ୍ କିଛି ଜନାନାଇଁପଡି । ଘଟଣା ଜାଗାନେ ସୁନ୍ଦରଗଡ଼ ଥାନା ପୋଲିସ ପୁହୁଞ୍ଚିକରି ତଦନ୍ତ ଆରମ୍ଭ କରିଛନ୍ ।

Leave A Reply

Your email address will not be published.