‘ଟାଇମସ’୍ ପତ୍ରିକାନେ ମହିଳା ପ୍ରତିବାଦକାରୀକଁର ଚିତ୍ର

‘ଟାଇମସ’୍ ପତ୍ରିକାନେ ନୂଆଁ କୃଷି ଆଇନକେ ବିରୋଧକରିକିନା ଧାରନା ଦେଇଥିବାର ମହିଲାକଁର ଫଟୋ

0

‘ଟାଇମସ’୍ ପତ୍ରିକା କଭର ପେଜନେ ଦିଲ୍ଲୀ ଚାଷୀ ଆନ୍ଦୋଳନନେ ସାମିଲ ହେଇଥିବାର ମହିଲାକୁଁ ଜାଗା । ତିନଟା ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିନେ ଧାରନାନେ ମାସ୍ ମାସ୍ ଧରିକରି ଧାରଣାନେ ବସିଛନ୍ ଚାଷୀ । ‘ଟାଇମସ’୍ ପ୍ରତିକାନେ କଭର ପୃଷ୍ଠାନେ ମହିଲାକଁର ଫଟୋ ରହିଥିବାର ବେଲକେ ମତେ ଡରେଇ ନାଇଁ ପାର, ମତେ ଘିନି ନାଇଁ ପାର ବଲି ଉଲ୍ଲେଖ୍ ରହିଛେ । ଛୋଟ୍ ଛୋଟ୍ ଛୁଆକୁଁ ପାଇ କରିକିନା ମହିଲା ସ୍ଲୋଗାନ୍ ଦେଉଥିବାର ଚିତ୍ର ଇଥରେ ପ୍ରକାଶ ପାଇଛେ । ଇତାର ଛଡା ମାସ୍ ମାସ୍ ଧରିକରି ଦିଲ୍ଲୀ ସୀମାନ୍ତ ଅନ୍ତର୍ଗତ୍ ପ୍ରତିବାଦ୍ ଜାଗା ମାନଙ୍କୁ ଥିବାର କେତେଟା ବୟସ୍କା ମହିଲାକଁର ଫଟୋ ଭିଲ୍ ଇ ପୃଷ୍ଠାନେ ଜାଗା ପାଇଛେ । ମହିଳା ପ୍ରତିବାଦକାରୀ ମାନକୁଁ ଘରକେ ଫିରିଯିବାର ଲାଗି କୁହାଯାଇଥିଲେ ଭିଲ୍ ସେମାନେ ଆନ୍ଦୋଳନନୁ ନାଇଁ ଯାଉଥିବାର ବେଲକେ ନିଜର ଜିଦ୍‌ନେ ରହିକିନା ଧାରନା ଦେଇଥିବାର କଥା ଭିଲ୍ ଇଥରେ ଉଲ୍ଲେଖ୍ କରାଯାଇଛେ ।

Leave A Reply

Your email address will not be published.