Browsing Tag

odisha weather

ଇ ବଛର ତାତିନୁ ତ୍ରାହି ନାଇଁ

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ କି ଖରାର ପ୍ରକୋପ୍ ଦେଖବାର ଲାଗି ମିଲଲାନ । ଆଗକେ ତିନ୍ ମାସ୍ ତାତିନୁ ଆରୁ ନିସ୍ତାର ନାଇଁନ୍ । ଖରା ଆଗକେ ବେଶୀ ବଢବାର ନେଇକରି ସୂଚନା ରହିଛେ । ଆଂଚଳିକ୍ ପାଣିପାଗ ବିଭାଗ ଆଡୁ ଏନ୍ତା ପୂର୍ବାନୁମାନ୍ କରାଯାଇଛେ । ବେଶୀ କରି ଓଡ଼ିଶାନେ ଖରାର ପ୍ରକୋପ୍ ଅଏତକା…

୨୪ ଘଣ୍ଟା ଭିତ୍‌ରେ ଆସ୍‌ବା କାଲ୍‌ବୈଶାଖୀ

ସମୁଦ୍ର ପତ୍ତନ୍ ନୁ ୩.୧ କିମି ଉଚ୍ଛା ଥି ରହିଥିବାର୍ ରାଏଜ୍ ମାନକୁଁ ଗୁଟେ ଘୂର୍ଣ୍ଣି ବଲୟ୍ ଦେଖ୍‌ବାର୍ କେ ମିଲିଛେ । ଯାହାର୍ ପ୍ରଭାବ୍ ଆଏବାର୍ ୨୪ ଘଣ୍ଟା ନେ ଆମର୍ ରାଏଜ୍ ର୍ ଭିନ୍ ଭିନ୍ ଜାଗା ମାନକୁଁ ହେବା । ୧୯ ତାରିଖ୍ ବେଲ୍‌ବୁଡା ତକ୍ ରାଏଜର୍ ନୂଆପଡା, ବଲାଙ୍ଗିର୍ , ସୋନପୁର୍ ,…

ଆଏବାର ୩ ଦିନ୍ ତକ୍ ବିଜଲି, ବର୍ଷା !

ଆଏବାର ୨୪ ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନେ ବିଜଲି ମାରବାର ସାଙ୍ଗେ ଗୁଟେ ଯୁଡେ ଜାଗାନେ ବର୍ଷା ହେବାର ସମ୍ଭାବନା ରହିଛେ । ଆଏବାର ତିନ୍ ଦିନ୍ ତକ୍ ଏନ୍ତା ପାଗ୍ ଲାଗି ରହିପାରେ । ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାନେ ବର୍ଷା ହେଇପାରେ ।…

ରାଜ୍ୟନେ କମଲା ଶୀତ୍

ରାଜ୍ୟନେ ଗଲା ଦୁଇ ଦିନ୍ ହେଲା ଶୀତ୍ କମିଛେ । ଫେବୃଆରୀ ମାସ୍ ଆରମ୍ଭନୁ ଥଣ୍ଡା ପବନ୍ ଦେବାର ସାଙ୍ଗେ ଶୀତ୍ ଭିଲ୍ ଟିକେ ବଢିଥିଲା, ଯେନଟାକି ଇହାଦେ ବନ୍ଦ ହେଇଯାଇଛେ । ଇହାଦେ ଥଣ୍ଡା କମବାର ସାଙ୍ଗେ ପାରା ଟିକେ ବଢିଛେ । ଗଲା ୨୪ ଘଣ୍ଟା ଗଲା ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରନେ ସବୁନୁ…

ଫିରୁଛେ ଜାଡ୍‌

ଫେର୍ ଫିରୁଛେ ଜାଡ୍ । ଆଏବାର ୩ ଦିନ ଭିତରେ ୪ ଡିଗ୍ରୀ ପାରା କମବାର ସମ୍ଭାବନା ରହିଛେ । ହେଲେ ଲଗାତାର ପାରା କମବାର କେନସି ସମ୍ଭାବନା ନାଇଁନ । ପାରା କମବାର ୨ ଦିନ୍ ଉତାରୁ ଫେର୍ ପାରା ବଢବା ଆରୁ ଜାଡ୍ କମବାର ନେଇକରି ଆଂଚଳିକ ପାଏନପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ରାଜ୍ୟର କିଛି…

ଆଗକେ ଫେର୍ କମ୍‌ବା ପାରା, ଶୀତେ ଥରବା ଓଡ଼ିଶା

ଇହାଦେ ଜାଡ୍ ଲାଗି ପୁରା ଓଡ଼ିଶା ଥରୁଛେ । ପାଗ ଶୁଖା ରହେବାର ସାଙ୍ଗେ ଥଣ୍ଡା ପବନ୍ ବୁହୁଛେ ଯେନଥିର ଲାଗି ଅଏତକା ଥଣ୍ଡା ଲାଗୁଛେ । ଆରୁ ରାଏତ୍ ହେଲେ ଥଣ୍ଡାଟା ବେଶୀ ବଢିଯାଉଛେ । ଆଗକେ ଆହୁରି କିଛି ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆର୍ ଜାଡ୍ ବଢବାର ନେଇକରି ଭୁବନେଶ୍ୱର ଆଂଚଳିକ୍ ପାଣିପାଗ୍…

ଶୀତେ ଥରୁଛେ ଓଡିଶା

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍…

୧୭ ତାରିଖନୁ ବଢବା ଜାଡ୍

ରାଜ୍ୟନେ ଇହାଦେ ଜାଡ୍‌ର ପ୍ରଭାବ ଟିକେ କମିଛେ । ଗୁଟେ ଜାଗାନ ୧୦ ଡିଗ୍ରୀ ତଲେ ପାରା ଥିବାର ବେଲକେ ୧୨ନୁ ୧୫ ଡିଗ୍ରୀ ଭିତରେ ରହିଛେ ଓଡ଼ିଶାର ଭିନ୍ ଭିନ୍ ଜାଗାର ପାରା । ଆଗକେ ଫେର୍ ଜାଡ୍ ବଢବାର ନେଇକରି ପାଣିପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ଆଏବାର ୧୬ ତାରିଖ୍‌ନେ ଉତ୍ତର ଆରୁ ପଶ୍ଚିମ୍…

ସବୁନୁ ଥଣ୍ଡା ସହର୍ ସୋନପୁର

ରାଜ୍ୟନେ ଧୀରେ ଧୀରେ ପାରା କମ୍‌ବାର ସାଙ୍ଗେ ଇହାଦେ ଥଣ୍ଡା ବଢବାରନେ ଲାଗିଛେ । ୪ଟା ସହରନେ ପାରା ୧୦ ଡିଗ୍ରି ତଲେ ରହିଥିବାର ବେଲକେ ସୋନପୁର ସବୁନୁ ଅଏତକା ଥଣ୍ଡା ସହର ଥିବାର ନେଇକରି ରେକର୍ଡ ହେଇଛେ । ଇହାଛିନ୍ ସୋନପୁରନେ ସବୁନୁକମ୍ ୮.୮ ଡିଗ୍ରି ପାରା ଥିବାର ରେକର୍ଡ କରାଯାଇଛେ । ସେନ୍ତା…

କମୁଛେ ପାରା, ବଢୁଛେ ଥଣ୍ଡା

ରାଜ୍ୟନେ ଧୀରେ ଧୀରେ ବଢୁଛେ ଜାଡ୍ । ଭିନ୍ ଭିନ୍ ଜାଗାନେ ପାରା କମବାର ସାଙ୍ଗେ ଥଣ୍ଡା ପଡଲାନ୍ । ରାଜ୍ୟର ୯ ସହରର ପାରା ୧୫ ଡିଗ୍ରି ତଲେ ଥିବାର ରେକର୍ଡ ହେଇଛେ । ଦାରିଙ୍ଗବାଡିନେ ସବୁନୁ କମ୍ ପାରା ୧୦ ଡିଗ୍ରି ରେକର୍ଡ ହେଇଥିବାର ବେଲକେ ସୋନପୁରନେ ୧୨.୬ ଡିଗ୍ରି, ଫୁଲବାଣୀ ଆରୁ ଅନୁଗୁଳ…