ଧୋନୀଙ୍କର ଟୁକେଲକେ ଦୁଷ୍କର୍ମ ଧମକ୍‌

ସୋସିଆଲ ମିଡିଆନେ ଦିଆଯାଉଛେ ଧମକ୍‌

0

ଭାରତୀୟ କ୍ରିକେଟ ଦଲର ପହେଲାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଝିଅ ଜିଭାକେ ଦୁଷ୍କର୍ମ ଧମକି ଦିଆଯାଇଛେ । ସୋସିଆଲ ମିଡିଆ ଜରିଆନେ ମହେନ୍ଦ୍ର ସିଂ ଆର ତାଙ୍କର ସ୍ତ୍ରୀ ସାକ୍ଷୀଙ୍କୁ ଧମକି ମିଲିଥିବାର ଝନାପଡିଛେ । ଭାରତୀୟ କ୍ରିକେଟନୁ ଧୋନୀ ସନ୍ୟାସ ନେଇଥିଲେ ଭିଲ ଆଇପିଏଲ ଖେଲୁଥିବାର ବେଲେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ରହିଛନ୍ । ଇ ବଛର ଆଇପିଏଲନେ କେକେଆର ଟିମ୍‌ନୁ ସିଏସକେ ହାରବାର ବାଦ୍ ଧୋନିଙ୍କର ଝିଅକେ ଏନ୍ତା ଧମକି ମିଲିଛେ । ଇନଷ୍ଟା ପୋଷ୍ଟନୁ ଧୋନୀ ପରିବାରକେ ଏନ୍ତା ଧମକି ମିଲଛେ । ସେଆଡେ ଏନ୍ତି ଧମକି ମିଲଲା ବାଦ୍ ସୋସିଆଲ ମିଡିଆନେ ଇ କଥାକେ ନିନ୍ଦା କରାଯାଇଛେ । ଧମକି ଦେଉଥିବାର ଆକାଉଂଟ ଦଳିତ ଆର ମହିଲାମାନଙ୍କୁ ଅପମାନ ଜନକ ଆଚରଣ କରବାର ଲାଗି ବ୍ୟବହାର ହେଉଥିବାର ଝନାପଡିଛେ ।

Leave A Reply

Your email address will not be published.