Browsing Tag

corona india

ସତର୍କ ରହ ସଚେତନ୍ ରହ

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ…

ଯେବେ ଡାକ୍ତର ପାଲଟିଲେ ଭଗବାନ୍ !

କରୋନା କାଲ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ…

କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା…

କରୋନା ଟିକା ଲାଗି ୫୦ହଜାର କୋଟି ବଜେଟ୍‌

କରୋନା ବେମାରର ଡର୍ ଇହାଦେ ଭିଲ୍ ରହିଛେ । ଇଥର ଲାଗି ଟିକା ବାହାର କରବାର କାମେ ଲାଗିଛନ୍ ଭିନ୍ ଭିନ୍ ଦେଶର ଗବେଷକ୍ ଆର ବୈଜ୍ଞାନିକ୍ ମାନେ । ସେଆଡେ ଆଏବାର ବଛର ଭିତରେ ଦେଶକେ କରୋନା ଟିକା ଆଶବାର ନେଇକରି ଆଶ୍ କରାଯାଉଛେ । ୨୦୨୧-୨୨ ଆର୍ଥିକ୍ ବଛର୍ ବଜେଟ୍‌ନେ କେନ୍ଦ୍ର ସରକାର ୫୦ ହଜାର…

କରୋନା ଟିକା ନେଇକରି ଭିଲ୍ ବାହାରିଲା ପଜିଟିଭ୍

କରୋନା ବେମାରକେ ନେଇକରି ଇହାଦେ ଭିଲ୍ ପୁରା ଦୁନିଆଁ ଚିନ୍ତାନେ ଅଛନ୍ । ଭିନ୍ ଭିନ୍ ଦେଶର ବୈଜ୍ଞାନିକ ଆରୁ ଗବେଷକ ଭେକ୍ସିନ୍ ବାହାର କରବାରନେ ଲାଗିଛନ୍ । ଇତାର ଭିତରେ ଭାରତର ବାୟୋଟିକ୍ କମ୍ପାନୀ ଆଡୁ ବାହାର କରାଯାଇଥିବାର ‘କୋଭେକ୍ସିନ’୍ ଟିକାର ପ୍ରଭାବକେ ନେଇକରି ସମସ୍ୟା ଦେଖାଦେଇଛେ ।…

ଫେର୍ ଘୁଞ୍ଚଲା ଅନ୍ତର୍ଜାତୀୟ ବିମାନ ଉଡାଣ ସେବା

ଅନ୍ତର୍ଜାତୀୟ ବିମାନ୍ ଉଡବାର ନେଇକରି ଫେର୍ ଆଏଲା ଆର ଗୁଟେ ନୂଆଁ ନିଷ୍ପତ୍ତି । କରୋନା ବେମାର ବଢବାର ଡର ରହିଥିବାରନୁ ଅନ୍ତର୍ଜାତୀୟ ବିମାନ୍ ଉପରେ ନଭେମ୍ବର ୩୦ ତାରିଖ୍ ତକ୍ ବନ୍ଦ ରଖାଯାଇଥଲା । ହେଲେ ଇହାଦେ ଇଟା ଫେର୍ ବଢେଇଦିଆଯାଇଛେ ଆରୁୁ ଡିସେମ୍ବର ୩୧ ତାରିଖ ତକ୍ ଇହାଦେ ବିମାନ୍ ଉଡାଣ…

ଦେଶେ ୯୦ ଲାଖ୍ ଟପଲା କରୋନା

ଦେଶେ ଫେର୍ ବିଗଡିବାରନେ ଲାଗିଛେ କରୋନା ସ୍ଥିତି । ୯୦ ଲାଖ୍ ଟପିଛେ କରୋନା ରୋଗୀକଁର ସଂଖ୍ୟା । ସେନ୍ତା କରୋନାନେ ଏକ ଲାଖ୍ ୩୨ ହଜାର ୧୬୨ଜନକଁର ଗଲାନ ଜୀବନ୍ । ଗଲା ୨୪ ଘଣ୍ଟା ଭିତରେ ୪୫ ହଜାର ୫୨୨ ନୂଆଁ କରୋନା ରୁଗୀ ଚିହ୍ନଟ ହେଇଥିବାର ବେଲକେ ୫୮୪ ଜନ୍‌କଁର ଜୀବନ୍ ଯାଇଛେ । ସେଆଡେ ୮୪…

ସଂକ୍ରମଣ ଡରନେ ଫେର୍ ଲାଗୁ ହେବା କରୋନା ନିୟମ୍

ଫେର କରୋନା ଲହର ଫିରିଛେ ଦେଶର ଭିନ୍ ଭିନ୍ ଜାଗାକେ । ଥଣ୍ଡା ବଢବାର ସାଙ୍ଗେ ଦୁଇ ନମ୍ବର ଥର ଫେର କରୋନା ବେମାରୀ ଲକ୍ଷଣ ଲୁକକଁର ଦିହେ ଦେଖବାକେ ମିଲିଛେ । ରାଜଧାନୀ ଦିଲ୍ଲୀ ଆରୁ ଗୁଜୁରାଟନେ କରୋନା ରୁଗୀକଁର ସଂଖ୍ୟା ଫେର୍ ବଢିଥିବାର ଦେଖବାକେ ମିଲିଛେ । ଆଗକେ ଦୁଶରା ରାଜ୍ୟ ମାନକେ ଭିଲ୍…

ଆସୁଛେ କରୋନା ଟିକା

କରୋନା ଭାଇରସ ଲାଗି ପୁରା ଦୁନିଆଁ ଇହାଦେ ଚିନ୍ତାନେ ରହିଛେ । ଇ ବେମାର ଲାଗି ଗୁରଦୁଟେ ଲୁକକଁର ଜୀବନ୍ ଯାଇଥିବାର ବେଲେ କେତନିଟେ ଲୋକ ଇ ବେମାରନେ ଆସିଛନ୍ । ଏନ୍ତା ସମିଆଁନେ ଗୁଟେ ଖୁସିର ଖବର୍ ଆସିଛେ । ଭାରତ ବାୟୋଟିକ୍ ଆଡୁ ତିଆର କରାଯାଇଥିବାର କୋଭାକ୍ସିନ୍ ଟିକା ନିର୍ଦ୍ଧାରିତ ସମିଆଁ…

କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା…