ରାଜ୍ୟକେ ଫିରିପାରେ କରୋନା

ସର୍ଭେନୁ କରୋନା ରି-ଇନଫେକ୍ସନ ମାମଲା ଥିବାର ନେଇ ସୂଚନା

0

ରାଜ୍ୟନେ କରୋନା ଫେର ଘାଏ ଫିରିଥିବାର କଥା ଦେଖବାକେ ମିଲିଛେ । କିଛି ଝନଙ୍କର ଭିତରେ କରୋନା ରି-ଇନଫେକ୍ସନ ମାମଲା ଆସିଥିବାର ଭିଲ ଦେଖବାକେ ମିଲିଛେ । ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା । ହେଲେ ଇ ସଂଖ୍ୟା ବହୁତ୍ କମ୍ ରହିଛେ । ଓଡ଼ିଶାନେ ପଜିଟିଭ୍ ଆକ୍ରାନ୍ତଙ୍କର ଉତାରୁ ଇହାଦେ ରି-ଇନଫେକ୍ସନ ଉପରେ ଅନୁଧ୍ୟାନ କରାଯିବା । ଆଗକେ ଶୀତ ଆସୁଥିବାର ବେଲେ ଥଣ୍ଡା ଭିଲ ବଢବାର ଡର ଥିବାରନୁ କରୋନା ବଢବାର ସମ୍ଭାବନା ଜହ ରହିଛେ । ଇଥର ଲାଗି ଲୋକ ନିଜେ ସଚେତନ୍ ରହେବାର ବହୁତ ଦରକାର ଅଛେ । ଇହାଦେ ସଂକ୍ରମଣ ସଂଖ୍ୟା ରାଜ୍ୟନେ କମିଛେ । ହେଲେ ଭିଲ୍ ଫିଦିନ୍ ୧୫ଶହ ପାଖାପାଖି ରୁଗୀ ଚିହ୍ନଟ ହେଉଛନ୍ ।

Leave A Reply

Your email address will not be published.