ରୟାଲ ପ୍ୟାଲେସନେ ଜବ୍ ଅଫର

ଘରୋଇ ସହାୟକଙ୍କର ବାର୍ଷିକ ଦର୍‌ମା ୧୮.୫ ଲାଖ୍‌

0

କରୋନା ମହାମାରି ସମିୟାନେ ସବୁଆଡେ ଚାକରି ସମସ୍ୟା ଦେଖାଦେଇଛେ । ଖୋବଟେ ଲୋକ ନିଜର ରୁଜଗାର ହରେଇଛନ୍‌, ଏନ୍ତାକି କିଏ କିଏ ଖାଏବାର ଲାଗି ଭିଲ ନାଇଁ ପାଏବାର । କରୋନା ଆର ଲକଡାଉନ୍ ଛଡେଇନେଇଛେ ବୃତ୍ତି । ଏନ୍ତା ସମିୟାଥି ରୁଜଗାର ହରେଇଥିବାର ଲୋକଙ୍କର ଲାଗି ଗୁଟେ ମସ୍ତ ଅଫର ଆସିଛେ । ବେରୋଜଗାର ମାନଙ୍କୁ ଲଣ୍ଡନ୍‌ର ରାଜ ପରିବାର ଆଡୁ ମିଲିଛେ ଜବ୍ ଅଫର୍ । ଘରୋଇ ସହାୟକ ଆର ସହାୟିକା କାମ ଲାଗି ରୟାଲ ଫେମିଲି ଆଡୁ ପୋଷ୍ଟ ବାହାରିଛେ । ଇଥିର୍ ଲାଗି ତାଙ୍କର ଅଫିସିଆଲ ୱେବ୍‌ସାଇଟନେ ବାହାର କରିଛନ ବିଜ୍ଞାପନ । ବାର୍ଷିକ ଦରମା ୧୮.୫ ଲାଖ୍ ରହିଥିବାର ବେଲେ ଆବେଦନକାରି ଗଣିତ ଆର ଇଂରାଜିଥି ଗ୍ରାଜୁଏଟ ହେଇଥିବାର ଦରକାର । ଚାକରି ଲାଗି ଯୋଗ୍ୟ ପାର୍ଥି ମାନଙ୍କୁ ବ୍ରିଟିଶ୍ ୱିଣ୍ଡସର ଦୁର୍ଗନେ ୧୩ ମାସର ତାଲିମ ଦିଆଯିବା । ତାଲିମ ସମିୟାନେ ରହେବାର ଖାଏବାର ସୁବିଧା ରାଜ ପରିବାର ତରଫନୁ କରାଯାଇଛେ ।

Leave A Reply

Your email address will not be published.