ନେଗେଟିଭ୍ ରିପୋର୍ଟ ଜରୁରୀ

ଇ ପାଂଚଟା ରାଜ୍ୟନୁ ଆସୁଥିଲେ ନେଗେଟିଭ୍ ରିପୋର୍ଟ ଦେବାର ବାଧ୍ୟତାମୂଳକ

0

ଦେଶର ଭିନ୍ ଭିନ୍ ରାଜ୍ୟନେ କରୋନା ଆକ୍ରାନ୍ତକଁର ସଂଖ୍ୟା ବଢବାରନେ ଲାଗିଛେ । ଯାର ଉତାରୁ ଇହାଦେ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡୁ ସତର୍କତା ବଢେଇଦିଆଯାଇଛେ । ସ୍ୱାସ୍ଥ୍ୟ ବିଭାଗ ଆଡୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସ୍ ନିର୍ଦ୍ଦେଶକକୁଁ ନେଇକରି ଟିମ୍ ଗୁଟେ ଗଠନ୍ କରାଯାଇଛେ । ବାହାର ରାଜ୍ୟନେ ବଢୁଥିବାର ସଂକ୍ରମଣ ଯେନ୍ତା ଓଡ଼ିଶାନେ ନାଇଁ ପଡବା ସେଥିର ଲାଗି ପଦକ୍ଷେପ୍ ନିଆଯାଇଛେ । ବାହାରର ୫ଟା ରାଜ୍ୟ ଯେନ୍ତା, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ୍‌, ପଂଜାବ, ଗୁଜୁରାଟନୁ ଆସୁଥିଲେ ନେଗେଟିଭ୍ ରିପୋର୍ଟ ଆଘୋ ଦେଖାବାର ଲାଗି ପଡବା । ବିମାନବନ୍ଦର ଆରୁ ପ୍ଲାଟଫର୍ମନେ ଆରଟିପିସିଆର୍ ଟେଷ୍ଟ୍ କରାଯିବା । ସେଠାନେ ନେଗେଟିଭ୍ ରିପୋର୍ଟ ଆଏଲେ ତାକୁଁ ଛଡାଯିବା ।

Leave A Reply

Your email address will not be published.