କରୋନା ରୋଗୀକଁର୍ ଶବ ଦାହ୍ ଲାଗି ପ୍ରଶାସନ୍ ଆଡୁ କାଏଁଯେ ନାଇ ନିଆଗଲା କିଛି ପଦକ୍ଷେପ୍

0

କରୋନା ଲାଗି ଚିକିତ୍ସା ଅଭାବ୍ ନୁ ଇହାଦେ ହଜାର୍ ହଜାର୍ ଲୁକକଁର୍ ଜୀବନ୍ ଯାଉଛେ । କେନ୍ ଜାଗାରେ ଠିକ୍ ସେ ଚିକିତ୍ସା ନାଇ ହେଇ ପାର୍‌ବାର୍ ତ ଆର୍ କେନ୍ ଜାଗା ରେ ପ୍ରଶାସନ୍ ଧ୍ୟାନ୍ ନାଇ ଦେବାର୍ । ଆର୍ ସେନ୍ତା ଗୁଟେ ଦୁଃଖଦ୍ ଘଟନା ଦେଖ୍‌ବାର୍ କେ ମିଲିଛେ ବରଗଡ୍ ଜିଲ୍ଲା ଘନାମାଲ୍ ଗାଁ ନେ । ଚିକିତ୍ସା ଅଭାବ୍‌ନୁ ୨୪ ଘଣ୍ଟା ଧରିକରି ଗୁଟେ କରୋନା ରୋଗୀକଁର୍ ମଲା ଦିହି ପଡି ରହିଥିଲା । ହେଲେ ୨୪ ଘଣ୍ଟା ସରକାର୍‌କଁର୍ ଆଡୁ ସବୁ କରୋନା ରୋଗୀକଁର୍ ଚିକିତ୍ସା ଲାଗି ସୁବିଧା କରାଯାଇଥିଲେ ବି ଏନ୍ତା ଘଟନା କାଏଁ ହେଲାଯେ ଘଟଲା୍ ଆର ଇ ଘଟନା ବାବ୍‌ଦେ ଅଧିକା ଜାନ୍‌ମା ପହରାର୍ ଆଜିର୍ ଭିଡିଓନେ

Leave A Reply

Your email address will not be published.