ଅକ୍ସିଜେନ୍ ଲାଗି ଶେଷେ ସିଲିଣ୍ଡର୍ ଲୁଟ୍

0

ଯେନଆଡେ ଦେଖଲେ ଖାଲି କରୋନା ଖବର । ଦେଶନେ କରୋନା ସ୍ଥିତି ସାଂଘାତିକ୍ ହେବାରନେ ଲାଗିଛେ । ଦିନୁ ଦିନକେ ପଜିଟିଭ୍ କେସ୍ ବଢି ବଢି ଚାଲିଛେ । ସେଆଡେ ମେଡିକାଲ ମାନକେ ବେଡ୍ ଅଭାବ ସାଙ୍ଗେ ଅକ୍ସିଜେନ୍ ସିଷ୍ଟମ୍‌ର ଅଭାବ୍ ରହିଛେ ଯେନଥିର ଲାଗି ଇହାଦେ କରୋନା ରୋଗୀକଁର ଜୀବନ୍ ଅଏତକା ଯାଉଥିବାର ଜନାପଡିଛେ । ଗଲା କିଛିଦିନ୍ ହେଲା ଦେଶନେ କରୋନା ଗ୍ରାଫ୍ ଉପରମୁହାଁ ହେଇଛେ । ଗଲା ୨୪ ଘଣ୍ଟାନେ ଦେଶନେ ୩.୧୫ ଲାଖ୍‌ନୁ ଅଏତକା ସଂକ୍ରମିତ୍ ଚିହ୍ନଟ୍ ହେଇଛନ୍ । ଯେନଟାକି ଇହାଦେ ସାରା ବିଶ୍ୱନେ ରେକର୍ଡ କରିଛେ । କରୋନା ଲାଗି ଦେଶର ପ୍ରାୟ ରାଜ୍ୟନେ ଇହାଦେ ମୃତ୍ୟୁ ସଂଖ୍ୟା ଭିଲ୍ ବଢୁଛେ ଯେନଟା ଚିନ୍ତା ବଢେଇଛେ । ପହରାର ଆଜିର ଭିଡିଓନେ ଦେଖମା ଦେଶର କରୋନା କେସ୍ କେନ୍ତା କାଣା ରହିଛେ ।

Leave A Reply

Your email address will not be published.