ନର୍ଚରିଙ୍ଗ୍ ନେବର୍ ହୁଡ ଚେଲେଞ୍ଜ ନେ ବାଜି ମାରଲ‌ା ରାଉର୍‌କେଲା

0

ପଶ୍ଚିମଓଡିଶାର୍ ରାଉର୍‌କେଲା ବି ନର୍ଚରିଙ୍ଗ୍ ନେବର୍ ହୁଡ ଚେଲେଞ୍ଜ୍ ନେ ବାଜି ମାରିଛେ । କେନ୍ଦ୍ର ସହରାଂଚଳ ବିକାଶ୍ ମନ୍ତ୍ରାଳୟ୍ ର୍ ସ୍ମାର୍ଟ ସିଟି ମିଶନ୍ ଆଡୁ କରାଯାଇଥିବାର୍ ନର୍ଚରିଙ୍ଗ୍ ନେବର୍‌ହୁଡ ଚେଲେଞ୍ଜ ନେ ରାଉର୍‌କେଲା ବାଜି ମାରିଛେ । ରାଉର୍‌କେଲା ସହର୍ ଛୋଟ୍ ଛୁଆ ମାନକଁର୍ ସୁରକ୍ଷା ଆର୍ ତାକଁର୍ ଲାଗି ଭଲ୍ ପରିବେଶ ଥିବାର୍ ସହର୍ ହିସାବେ ଦେଶର୍ ୨୫ ଟା ସହର୍ ଭିତ୍‌ରେ ଜାଗା ପାଇଛେ । ଛୋଟ୍ ଛୁଆ ମାନକଁର୍ ସୁବିଧା ଆର୍ ସୁରକ୍ଷା ନେଇକରି ରାଉର୍‌କେଲା କେ ଗୁଟେ ଶିଶୁ ଅନୁକୁଲ ସହର୍ ବନାବାର୍ କେ କେନ୍ଦ୍ର ବିକାଶ୍ ମନ୍ତ୍ରାଲୟ୍ ଆଡୁ ବଛା ଯାଇଛେ୍ । ଯେନେ ସହରର୍ ପାର୍କ ହେଉ କି ମଲ୍ ହେଉ ଏନ୍ତା ଭିନ୍ ଭିନ୍ ଜାଗା ମାନକୁଁ ଛୁଆ ମାନକଁର୍ ଲାଗି ସବୁ ସୁବିଧା କରାଯିବା । ରାଉର୍‌କେଲା ସାଙ୍ଗେ ଦେଶର୍ ଆର୍ ୨୫ ଟା ସହରର୍ ଇ ଯୋଜନା ଥି ସାମିଲ୍ ହେଇଛନ୍ ।

Leave A Reply

Your email address will not be published.