କରୋନା ଡଣ୍ଡ୍‌ପାର୍ଟି

0

ଇହାଦେ ସବୁନେ ସ୍ଥିତି ଖରାପ୍ ରହିଛେ । ଯାହିଁ ଦେଖ ଖାଲି କରୋନା କରୋନା ଆଉ କରୋନା କଥା । କରୋନାର ଦୁଇ ନମ୍ବର ଲହର ପହେଲା ଥର ଅପେକ୍ଷା ଅଏତକା ସଂକ୍ରମିତ୍ ହେଉଛେ । ଆଉ ଦେଶନେ ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ସଂକ୍ରମଣ ବଢୁଛେ । ବାରମ୍ବାର ସରକାର ଲୋକମାନକୁଁ ସଚେତନ୍ ରହେବାର ଲାଗି ସତର୍କ କରଉଛନ୍ । ମାସ୍କ ପିନ୍ଧବାର ଆରୁ ସାମାଜିକ୍ ଦୂରି ରଖବାର ଲାଗି କୁହାଯାଉଥିଲେ ଭିଲ୍ କିଛି ଲୋକ୍ ଅମନ୍ତିଆ ହେଇକରି ନିୟମ୍ ନାଇଁ ମାନବାର । କୋଭିଡ୍ ନିୟମ୍ ନାଇଁ ମାନବାର ଲାଗି ଭିଲ୍ ବହୁତ୍‌ଟେ କେସ୍ ବଢୁଥିବାର କୁହାଯାଉଛେ । ଏନ୍ତାଥି ଲୋକମାନକୁଁ ସଚେତନ୍ କରବାର ଲାଗି ଦଣ୍ଡପାର୍ଟି କଳାକାରକଁର ଭୁଟେ ଭିନେ ଚେଷ୍ଟା ଦେଖବାର ଲାଗି ମିଲିଛେ । ଦଣ୍ଡପାର୍ଟି ଜରିଆନେ କେନ୍ତା ଲୋକମାନକୁଁ ସଚେତନ୍ କରାଯାଉଛେ ଦେଖମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.