କମେଡି ସୁପର୍‌ଷ୍ଟାର୍ ଜୋଜୋ

0

ତାଁକର୍ କଥାନେ ଅଛେ ଜାଦୁ.. ମୁହେଁ ମୁହେଁ ଏନ୍ତା ଭୁର୍‌କୁଟି ମାନେ କରସନ୍ ଯେ ଲୁକକଁର୍ ହଁସି ହଁସି ପେଟ୍ ଦୁଖେଇ ଯାଏସି । ତାଁକର୍ ସେ ଟୁରୁ ଲଭ୍ ଭିଡିଓ ତ ଲୋକ୍ ମାନ୍‌କୁ ପୁରା ରସେଇ ଦେଇଥିଲା, ଆର୍ ଇହାଦେ ସେ ନିଜେ ହେଇ ଯାଇଛନ୍ ହେଉଛନ୍ ଲୋକ୍ ମାନ୍‌କର୍ ‘ଟୁରୁ ଲଭ୍‌’ କମେଡି ସୁପର୍‌ଷ୍ଟାର୍ ଜୋଜୋ । ଯେନ୍ ଆଡେ ଦେଖ ତାଁକର୍ ଗଦା ଗଦା ପ୍ରଶଂସକ୍ । ବାକି ଏବେତକର୍ କେନ୍ତା ରହିଛେ ତାଁକର୍ କଲାକାର୍ ଜୀବନ୍‌, ଆର୍ ଆଗ୍‌କେ କାଣା ରହିଛେ ତାଁକର୍ ସପନ୍ ସେ ବାବଦ୍‌ନେ ଜାନ୍‌ବାର୍ ଲାଗି ଦେଖୁନ୍ ଇ ଭିଡିଓ ।

Leave A Reply

Your email address will not be published.