ଏଥର ସସ୍ତାନେ ସ୍ୱାସ୍ଥ୍ୟ ସେବା

ସୁପ୍ରିମ୍‌କୋର୍ଟ ଦେଲେ ନିର୍ଦ୍ଦେଶ

0

କରୋନା ସମିୟାନେ ସବୁଆଡେ ସଂକ୍ରମଣ ସଂଖ୍ୟା ବଢୁଥିବାର୍‌ ବେଲେ ଚିକିତ୍ସା ଭଲ ହିସାବେ ହେଇ ନାଇ ପାରବାର୍‌ । ସେଥିର୍‌ ଲାଗି ରାଜ୍ୟ ମାନକଁର୍‌ ନେ ସସ୍ତା ଥି ଚିକିତ୍ସା କରବାର୍‌ ୍‌ ବେବସ୍ଥା କେ ନେଇକରି ସୁପ୍ରିମକୋର୍ଟ ଶୁଣାଣି କରିଛେ । ସୁଲଭ ଚିକିତ୍ସା ପାଇବାର୍‌ ଟା ଲୋକମାନକଁର୍‌ ମୈାଲିକ୍‌ ଅଧିକାର୍‌ ଆଏ ବଲିକରି ସୁପ୍ରିମ୍‌କୋର୍ଟ କହିଛେ । ସବୁ ସ୍ୱାସ୍ଥ୍ୟ ଅଧିକାରୀ ମାନକଁର୍‌ ଅଧିନନେ କମ୍‌ ପଏସା ନେ୍‌ ଚିକିତ୍ସା କରାଯିବାର୍‌ ଦରକାର । ଆର୍‌ ସେଥିର୍‌ ଉପରେ ରାଜ୍ୟ ସରକାରକୁଁ ଧ୍ୟାନ୍‌ ଦେବାର୍‌ ଦର୍‌କାର୍‌ ଆଏ ବଲିକରି ସୁପ୍ରିମକୋର୍ଟ ନିର୍ଦ୍ଧେଶ୍‌ ଦେଇଛନ୍‌ ।

 

ରାଜ୍ୟ ସରକାର୍‌ ଆର୍‌ ସେ ଅଂଚଲର୍‌ ସ୍ଥାନୀୟ ପ୍ରଶାସନ୍‌ ସୁଲଭ ଚିକିତ୍ସା ଉପରେ କାମ୍‌ କରବାର୍‌ ନିହାତି ଜରୁରୀ ଆଏ ୍‌ । ଆର୍‌ ପ୍ରାଇଭେଟ୍‌ ହସ୍ପିଟାଲ୍‌ ମାନକୁଁ ଚିକିତ୍ସା ର ଠିକ୍‌ ପଏସା ଧାର୍ଯ୍ୟ କରାଯାଉ ବଲି ସୁପ୍ରିମ୍‌କୋର୍ଟ ଆଡୁ କୁହାଯାଇଛେ । ମହାମାରୀ ନେ ବହୁତ୍‌ ଲୋକ୍‌ ପ୍ରଭାବିତ୍‌ ହେଇଥିବାର୍‌ ବେଲେ ତାକଁର୍‌ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ବିଭାଗ୍‌ ର କର୍ମଚାରୀ ମାନେ କାମ୍‌ କରିଛନ୍‌ । ସେମାନକଁର୍‌ ଶାରୀରିକ୍‌ ଆର୍‌ ମାନସିକ୍‌ ବିଶ୍ରାମ ଉପରେ ଭିଲ୍‌ ରାଜ୍ୟ ସରକାର୍‌ ଧ୍ୟାନ୍‌ ଦେବେ । ଆର୍‌ କୋଭିଡ ଗାଇଡଲାଇନ୍‌ ଆର୍‌ ଏସ୍‌ଓପି କେ ଲାଗୁ କର୍‌ବାର୍‌ କେ ନେଇକରି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ୍‌ ଦେଇଛେ ।

Leave A Reply

Your email address will not be published.