ସିଏମ୍ ନଂ୧ – ‘ନବୀନ ପଟ୍ଟନାୟକ’

0

ଆମର୍ ଦେଶର୍ ସବୁନୁ ଲୋକପ୍ରିୟ୍ ମୁଖ୍ୟମନ୍ତ୍ରୀ ହିସାବେ ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ୧ନଂ ଥି ଅଛନ୍ । ଶ୍ରୀ ନବୀନ ପଟ୍ଟନାୟକ କଁର୍ ଉପରେ ଲୋକମାନେ ସନ୍ତୋଷ୍ ଥିବାର୍ କେ ନେଇକରି ସି-ଭୋଟ୍ ସର୍ଭେନୁ ଜନା ପଡିଥିଲା । ପହେଲାନୁ ନବୀନ ପଟ୍ଟନାୟକ ଜନେ ଆଦଶ୍‌ର୍ ମୁଖ୍ୟମନ୍ତ୍ରୀ ଆର୍ ଶ୍ରେଷ୍ଠ ପ୍ରଶାସକ୍ ହିସାବେ ସମ୍ମାନ୍ ପାଇଥିଲେ । ସର୍ଭେ ଅନୁସାରେ ଦେଶର୍ ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ମାନକଁର୍ ଭିତ୍‌ରେ ଓଡିଶାର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ପହେଲା ଜାଗା ନେ ରହିଥିବାର୍ ବେଲେ ୨ନଂ ନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲ୍ , ୩ନଂ ଜାଗା ନେ ଆନ୍ଧ୍ରପଦେଶ୍ ର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ୍ ରେଡ୍ଡୀ , ୪ନଂ ନେ କେରଳ ର୍ ମୁଖ୍ୟମନ୍ତ୍ରୀ ପି.ବିଜୟନ୍ , ୫ନଂ ନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍‌ରେ, ୬ନଂ ନେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଭୂପେଶ୍ ସିଂ ବାଘେଲ୍ , ୭ନଂ ନେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ , ୮ନଂ ନେ ମଧ୍ୟପ୍ରଦେଶ୍ ର ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ୍ , ୯ନଂ ନେ ଗୋଆ ର ମୁଖ୍ୟମନ୍ତ୍ରୀ ପ୍ରମୋଦ୍ ସାୱନ୍ତ , ଆର୍ ଗୁଜୁରାଟ୍ ର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ୧୦ନଂ ନେ ରହିଛନ୍ । ଆର୍ ସବୁନୁ ଖରାପ୍ ମୁଖ୍ୟମନ୍ତ୍ରୀ ମାନକଁର୍ ଲିଷ୍ଟ୍ ନେ ଉତ୍ତରାଖଣ୍ଡ, ପଞ୍ଜାବ ,ତେଲେଙ୍ଗାନା, ହରିଆଣା ଆର୍ ତାମିଲ୍‌ନାଡୁ ର ମୁଖ୍ୟମନ୍ତ୍ରୀ ମାନେ ରହିଛନ୍ । ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକଁର୍ ଉପ୍‌ରେ ୭୧ ଶତକଡା ଜନ ସାଧାରଣ୍ ସନ୍ତୁଷ୍ଟ୍ ଥିବାର୍ ଆର୍ ୨୬ ଶତକଡା ଅସନ୍ତୋଷ୍ ଥିବାର୍ ସର୍ଭେନୁ ଜନା ପଡିଛେ ।

Leave A Reply

Your email address will not be published.