ଆଜି ପହେଲା କ୍ୱାଲିଫାୟରନେ ମୁମ୍ବାଇ ଆର ଦିଲ୍ଲୀ ମୁହାମୁହିଁ

ମଙ୍ଗଲବାର ଦିନ ଆଇପିଏଲ୍‌-୨୦୨୦ ର ଫାଇନାଲ

0

ୟୁଏଇନେ ୪୬ଦିନ ଧରି ଚାଲିଥିବାର୍‌ ଆଇପିଏଲ-୨୦୨୦ ଆର୍‌ କେତେଦିନ ଭିତରେ ସରବାର କେ ଯାଉଛେ । ଗଲା ମେଚ୍‌ଥି ସନରାଇଜର ହାଇଦ୍ରାବାଦନୁ ମୁମ୍ବାଇ ଇଣ୍ଡିଆନସ୍‌ ୧୦ୱିକେଟ ନେ ହାରିଥିବାର ଉତାରୁ ଭିଲ୍‌ ତାର ପଏଣ୍ଟ୍‌ସ ଲାଗି ପଏଣ୍ଟ୍‌ ଟବେଲ୍‌ ନେ ୧ନଂ ଜାଗା ପାଇଛେ । ବେଲେ ସେଆଡେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗଲୋର କେ ହରେଇକରି ଦିଲ୍ଲୀ କ୍ୟାପିଟାଲସ୍‌ ୨ନଂଥି ରହିଛେ । ଡେଭିଡ ୱରର୍ନରକଁର ସନରାଇଜରସ୍‌ ଆର୍‌ ବିରାଟ କୋହଲିକଁର ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ ଆର୍‌ ୪ନଂନେ ରହିଛନ । ଗୁରୁବାର ପହେଲା କ୍ୱାଲିଫାୟର ମେଚ୍‌ନେ ମୁମ୍ବାଇ ଆର୍‌ ଦିଲ୍ଲୀ ହେବେ ଆମନାସାମନା ଆର ମେଚ୍‌ର ବିଜେତା ଦଲ୍‌ ସିଧା ଫାଇନାଲନେ ଜାଗା ବନାବା । ସେନ୍ତା ପହେଲା ଏଲିମିନେଟର ରେ ହାଇଦ୍ରାବାଦ ଆରୁ ବେଙ୍ଗଲୋର ଶୁକ୍ରବାର ବେଲବୁଡେ ଭେଟ ପଡବେ । ସେକେଣ୍ଡ କ୍ୱାଲିଫାୟର ରବିବାର ଆବୁଧାବିନେ ଖେଲାଯିବା । ମଙ୍ଗଲବାର ଦିନ ଆଇପିଏଲ୍‌-୧୩ ର ଫାଇନାଲ ମେଚ୍‌ ଖେଲିକରି ଉଦ୍‌‌ଯାପିତ କରାଯିବା ।

Leave A Reply

Your email address will not be published.