ଗ୍ଲକ୍‌ଙ୍କୁ ନୋବେଲ୍‌ ପୁରସ୍କାର

ଲୁଇସ୍ ଗ୍ଲକ୍‌ଙ୍କୁ ସାହିତ୍ୟରେ ମିଲଲା ନୋବେଲ୍‌

0

ଆମେରିକାର ନାଁକରା କବୟିତ୍ରୀ ଲୁଇସ୍ ଗ୍ଲକଙ୍କୁ ଇ ବଛର ସାହିତ୍ୟନେ ସମ୍ମାନଜନକ ନୋବେଲ ପୁରସ୍କାର ଲାଗି ମନୋନୀତ କରାରଯାଇଛେ । ତାଙ୍କର ନିର୍ଭୁଲ କବିତା ଆବୃତି ଲାଗି ତାଙ୍କୁ ନୋବେଲ ପୁରସ୍କାର ଲାଗି ବଛା ଯାଇଛେ । କାଳ୍ପନିକ ଆର ପୌରାଣିକ କଥାବସ୍ତୁ ସାଙ୍ଗେ ଶାସ୍ତ୍ରୀୟ କଥାବସ୍ତୁନୁ ପ୍ରେରଣା ପାଇକରି ଗ୍ଲକ୍ କବିତା ସବୁ ଲେଖବାର ସାଙ୍ଗେ ତାହାକେ ଠିକ୍ ନ୍ୟାୟ ଦେଇପାରିଛନ୍ । ଗ୍ଲକ୍‌ଙ୍କର କବିତା ପାଠକଙ୍କର ବହୁତ ପସନ୍ଦ ହେଇପାରିଛେ । ତାଙ୍କର ୧୨ଟା କବିତା ସଂକଳନ ଆର କିଛି ନିବନ୍ଧ ଭିଲ ପାଠକ ମହଲନେ ବେଶ ଆଦୃତ ହେଇପାରିଛେ । ପାଠକଙ୍କର ରୁଚି ହିସାବେ ଗ୍ଲକ୍‌ଙ୍କର ଲେଖା ରହିଥିବାର ବେଲେ ପହେଲାନୁ ଖୋବଟେ ତର ସେ ତାଙ୍କର ଲେଖା ଲାଗି ପୁରସ୍କୃତ ହେଇସାରିଛନ୍ । ୧୯୯୩ ସାଲେ ପୁଲିଜର ସମ୍ମାନ ଆର ୨୦୧୪ନେ ଆମେରିକାର ଜାତୀୟ ପୁସ୍ତକ ସମ୍ମାନ ଭିଲ ମିଲିଛେ ତାଙ୍କୁ । ୧୯୬୮ ସାଲେ ଗ୍ଲକ୍‌ଙ୍କର ପ୍ରକାଶିତ ପହେଲା କବିତା ଫାଷ୍ଟବର୍ଣ୍ଣ ସେତେବେଲର ପାଠକଙ୍କର ବହୁତ ପସନ୍ଦ ହେବାର ସାଙ୍ଗେ ତାଙ୍କୁ ସାହିତ୍ୟ ଦୁନିଆଁନେ ପରିଚିତି ଆଣିଦେଇ ପାରିଥିଲା ।

Leave A Reply

Your email address will not be published.