ଅଧିକା ଫଲପ୍ରଦ୍ ହେଉଛେ ୩ମାସ୍ ବେବ୍‌ଧାନ୍‌ନେ ଦିଆ ଯାଉଥିବାର୍ କରୋନା ଟିକା

0

କରୋନା ର୍ ଟିକା ଦାନ୍ ଇହାଦେ ଚାଲିଥିବାର୍ ବେଲ୍‌କେ । ଛଅ ହପ୍ତାର୍ ବେବଧାନ୍‌ନେ ଟିକା ଦିଆଯାଉଛେ ହେଲେ ଛଅ ହପ୍ତା ର୍ ଗେପ୍ ନୁ ଦିଆଯାଉଥିବାର୍ ଟିକା ନୁ ୩ ମାସ୍ ଗେପ୍ ନେ ଅକ୍ସଫୋର୍ଡ ର୍ କୋଭିଡ-୧୯ ଟିକା ଦିଆଗଲେ ବେଶି ଲାଭ୍ ଦାନ୍ ହେବା ବଲିକରି ଗୁଟେ ପରୀକ୍ଷା ନୁ ଜନା ପଡିଛେ । ଦୁଇଟା ଡୋଜ୍ ଟିକା ଭିତ୍‌ରେ ରହିଥିବାର୍ ଗେପ୍ ନୁ ପହେଲା ଡୋଜ୍ ଟିକା ୭୬ ଶତକଡା ସୁରକ୍ଷା ଦେଉଛେ । ଇଂଲଣ୍ଡ, ବ୍ରାଜିଲ୍ ଆର୍ ଦକ୍ଷିଣ ଆଫ୍ରିକାନେ ୧୭,୧୭୮ ଜଣ ଉପରେ ହେଇଥିବାର୍ ପରୀକ୍ଷା ନୁ ଇଟା ଜନା ପଡିଛେ । ସେନର୍ ଗବେଷକ୍ ମାନକଁର୍ କହେବାର୍ ହିସାବେ ଯେନ୍ ଜାଗା ମାନକୁଁ ଟିକାର୍ ଅଭାବ୍ ହେଉଛେ ସେ ଜାଗା ର୍ ଲୁକକୁଁ ୩ ମାସ୍ ବେବ୍‌ଧାନ୍ ଥି ଟିକା ଦିଆଯିବାର୍ କଥା ।

Leave A Reply

Your email address will not be published.