କଙ୍ଗନାକଁର ଅଫିସ୍ ଭଙ୍ଗା ଘଟନା

ବିଏମ୍‌ସି ପଠେଇଥିବାର ଅଫିସ୍ ଭଙ୍ଗା ନୁଟିସ୍ ଖାରଜ କଲେ ବମ୍ବେ ହାଇକୋର୍ଟ

0

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌କୁଁ ବିଏମ୍‌ସି ପଠେଇଥିବାର ଅଫିସ୍ ଭଙ୍ଗା ନୁଟିସ୍ ଖାରଜ କରିଛନ୍ ବମ୍ବେ ହାଇକୋର୍ଟ । ହାଇକୋର୍ଟ କହିଛନ୍ ଯେ, ଖରାପ୍ ଉଦ୍ଦେଶ୍ୟ ରଖିକରି ତାକଁର ଅଫିସ୍ ଭଙ୍ଗାଯାଇଥିଲା । ଅଫିସ୍ ଭାଙ୍ଗବାରନୁ ଯେତକି ସମ୍ପତ୍ତି ନଷ୍ଟ ଇ ସବୁର ହିସାବ କରବାକେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ । ସେଆଡେ କେନସି ଭିଲ୍ ପ୍ରତ୍ରିିୟା ଦେଲା ବେଲକେ ଭାଷା ଠିକ୍ ରଖବାର ଲାଗି କଙ୍ଗନାକୁଁ କୋର୍ଟ କହିଛନ୍ । ବିନା ଅନୁମତିନେ କଙ୍ଗନା ଅଫିସ୍ ଭିତରେ କିଛି ଜିନିଷ ବନେଇଥିବାର ନେଇକରି ଭିଲ୍ ବିଏମସି ଅଭିଯୋଗ କରିକଥିବାର ବେଲେକେ ଇ କଥାକେ ମନା କରିଛନ୍ କୋର୍ଟ । ତାକଁର ଘରର ଆଘରର ଆରୁ ଇହାଦେର ଫଟୋ ମିଲାଯାଇକରି ଦେଖାଯାଇଛେ ଆରୁ କେନସି ଅସବିଧା ନାଇଁ ଥିବାର ଜଣାପଡିଛେ । ହାଇକୋର୍ଟକଁର ରାୟ ବାଦ୍ କଙ୍ଗନା ତାକଁର ଶୁଭେଚ୍ଛୁ ମାନକୁଁ ଧନ୍ୟବାଦ୍ ଜନେଇଛନ୍ । ଇଟା କେନସି ଲୁକକଁର ଜିତ୍ ନୁହେଁ ଗଣତନ୍ତ୍ରର ଜିତ୍ ହେଇଛେ ବଲି କହିଛନ୍ କଙ୍ଗନା ।

Leave A Reply

Your email address will not be published.