ସାରା ଦେଶେ ନାଁ କର୍‌ଲା ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍

0

ସକ୍ଷମ୍ ୨୦୨୧ ନେ ପଦମପୁର୍ ଆର୍ ବରଗଡ୍ କେ ମିଲ୍‌ଲା ବେଷ୍ଟ୍ ବସ୍ ଡିପୋଟ୍ ଅୱାର୍ଡ । ତେଲ୍ ସଂରକ୍ଷଣ୍ ଲାଗି ଓଡିଶା ର୍ ପଦମ୍‌ପୁର୍ ଆର୍ ବରଗଡ କେ ଦିଆଯାଇଛେ ଇ ଅୱର୍ଡ । ଆମର୍ ଦେଶ୍ ର୍ ପେଟ୍ରୋଲ୍‌ିୟମ୍ ମନ୍ତ୍ରାଳୟ ଆଡୁ ପେଟ୍ରୋଲିୟମ୍ ଆର୍ ଗେସ୍ ସଂରକ୍ଷଣ କେ ନେଇକରି କରାଯାଇଥିବାର୍ କେମ୍ପେନ୍ ସକ୍ଷମ୍ ୨୦୨୧ ନେ ଆମର୍ ପଶ୍ଚିମ୍ ଓଡିଶାର୍ ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍ କେ ଇ ପୁରସ୍କାର୍ ଦିଆଯାଇଥିବାର୍ ନୁ ଓଡିଶାର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ସେଥିର୍ ଲାଗି ଓଏସ୍‌ଆର୍‌ଟିସି କେ ଶୁଭେଚ୍ଛା ଜନେଇଛନ୍ । ଜାତୀୟ ସ୍ଥର୍‌ନେ ବର୍‌ଗଡ୍ ଆର୍ ପଦମପୁର୍ କେ ଇ ଅୱାର୍ଡ ମିଲିଥିବାର୍ ପଶ୍ଚିମ୍ ଓଡିଶା ଆର୍ ସାରା ରାଏଜର୍ ଲାଗି ଗୁଟେ ଗରବ୍ ର ବିଷୟ୍ ପାଲ୍‌ଟିଛେ ।

Leave A Reply

Your email address will not be published.