ଡାକ୍ ବିଭାଗ ଆଡୁ ମୁଲ୍ ହେଲା ‘ଡାକ୍ ପେ’ ଆପ୍‌

‘ଡାକ୍ ପେ’ ଆପ୍ ଆଡୁ ବେଙ୍କିଙ୍ଗ୍ ଆରୁ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍‌ର ସୁବିଧା ଯୁଗେଇଦିଆଯିବା

0

ଏତକର ଡାକ୍ ବିଭାଗର ଭିଲ୍ ଡିଜିଟାଲ୍ ପେମେଣ୍ଟ ସୁବିଧା ପାଇପାରବେ ଗରାଖ୍ । ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ୍ ବ୍ୟାଙ୍କ୍ (ଆଇପିପିବି) ଡାକ୍ ବିଭାଗ ଆଡୁ ଉପଭୋକ୍ତା ମାନକୁଁ ବେଙ୍କିଙ୍ଗ୍ ଆରୁ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍‌ର ସୁବିଧା ଦିଆଯିବା । ଡାକ୍ ପେ ନାଁନେ ଗୁଟେ ଡିଜିଟାଲ୍ ପେମେଣ୍ଟ ଆପ୍ ଉନ୍ମୋଚିତ୍ କରାଯାଇଛେ ।

ଇ ଆପ୍ ଆଡୁ ଦେଶର ଗରିବ ଉପୋଭକ୍ତା ଭିଲ୍ ଲାଭ୍ ପାଇପାରବେ । ଦେଶର କେନସି ଜାଗାନେ ଥାଇକରି ଜନେ ଇ ଆପ୍ ଆଡୁ ପଏସା ଅନଲାଇନ୍‌ଥି ଟ୍ରାଞ୍ଜାକ୍ସନ୍ କରିପାରବେ । ଡିଜିଟାଲ୍ ସେବା ଯୁଗେଇଦିଆଯିବାର ଲକ୍ଷ ନେଇକରି ‘ଡାକ୍ ପେ’ ଆପ୍ ବାହାର କରାଯାଇଛେ । ଇ ଆପ୍‌କେ ୟୁପିଆଇ ସାଙ୍ଗେ ଯୁଡା ଯାଇଛେ । ଯେନଆଡୁ ଉପୋଭକ୍ତା ଗୁଗୁଲ୍ ପେ, ଫୋନ୍ ପେ, ଲେଖେଁ ଭିନ୍ ଭିନ୍ ପେମେଣ୍ଟ ଆପ୍ ବାଗିର ବେଭହାର କରିପାରବେ ।

ଆପ୍ ଆଡୁ ପୋଷ୍ଟାଲ୍ ବ୍ୟାଙ୍କିଙ୍ଗ୍ ଆରୁ ପ୍ରଡକ୍ଟସ୍ ବିଷୟନେ ସୂଚନା ପାଇପାରବେ । ଏନ୍ତାକି ସବୁ ରକମର ଫାଇନାସିଆଲ୍ ସେବା ନିଜର ଘରେ ପାଇପାରବେ । ସେଭିଙ୍ଗସ୍ ଆକାଉଣ୍ଟ ସାଙ୍ଗେ ଭିଲ୍ ଆପ୍‌କେ ଯୁଡିକରି ଦୁଶରା ବେଙ୍କିଙ୍ଗ୍ ସୁବିଧା ଭିଲ୍ ଘରେ ଥାଇକରି ମିଲିପାରବା । ପେନ୍‌ସନ୍ ପାଉଥିବାର କେନସି ଉପଭୋକ୍ତା ଭିଲ୍ ଆପ୍ ସାହାଜନେ ଯେ କୌଣସି ସୁବିଧା ଘର ପାଶେ ପାଇପାରବେ ।

ଇଥିର ଲାଗି ମାତ୍ର କିଛି ଟଙ୍କା ଚାର୍ଜ ଦେବାର ଲାଗି ପଡବା । ଆପ୍ ଉନ୍ମୋଚିତ୍ ହେଲା ଉତାରୁ ମନ୍ତ୍ରଣାଳୟ ଆଡୁ କୁହାଯାଇଛେ ଯେ, ଇ ଆପ୍ ବିକଶିତ୍ ତଥା ଅଣବିକଶିତ୍‌କେ ଯୁଡବାରନେ ସାହାଜ୍ କରବା । ଗ୍ରାମୀଣ ଉପଭୋକ୍ତାମାନେ ଗ୍ରାମାଂଚଲ ମାନକେ ଉନ୍ନତମାନର ବେଙ୍କିଙ୍ଗ୍ ସୁବିଧା ପାଇପାରବେ ।

Leave A Reply

Your email address will not be published.