ଏନ୍ତା ତରିକା ବାହାରକଲେ ଯେନଥି ତିନ୍ ମାସ୍ ତକ୍ ତାଜା ରହେବା କୁସେର ରସ୍

0

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା ରଖିହେବାର୍ ଉପରେ କାମ୍ କରିକି ସେ ଇ ସଫଲତା ପାଇଛନ୍ । ତ ଜାନମା ତାକଁର୍ ବାବଦେ ଅଧିକା ଇ ଭିଡିଓନେ

Leave A Reply

Your email address will not be published.