ଏପ୍ରିଲ୍ ନୁ ତିଆରି ହେବା ସବୁନୁ ବଡ୍ ହକି ଷ୍ଟାଡିୟମ୍ 

0

ରାଉରକେଲା ନେ ଦେଶର୍ ସବୁନୁ ବଡ୍ ହକି ଷ୍ଟାଡିୟମ୍ ର ପ୍ରତିଷ୍ଠା ହେବା ବଲିକରି ମୁଖ୍ୟମନ୍ତ୍ରୀ ଘୋଷଣା କର୍‌ବାର୍ ଉତାରୁ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ୍ ଅନୁସାରେ ରାଜ୍ୟ ପ୍ରଶାସନ ଉଚ୍ଚସ୍ତରୀୟ୍ ଟିମ୍ ରାଉରକେଲା ପହଂଚିକରି ସବୁ ଦେଖ୍‌ରେଖ୍ କରିଛନ୍ । ସେ ଭିତ୍‌ରେ ମୁଖ୍ୟ ଶାସନ୍ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ,୫ଟି ସଚିବ୍ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ , ମୁଖ୍ୟ ଉପଦେଷ୍ଟା ଅସିତ୍ କୁମାର୍ ତ୍ରିପାଠୀ, ପୂର୍ତ୍ତବିଭାଗ୍ ସଚିବ୍ ଡ.କ୍ରିଷନ କୁମାର୍ , ସଚିବ୍ ଭିନିଲ୍ କ୍ରିଷ୍ଣା ହକି ଷ୍ଟାଡିୟମର୍ କରାଯାଉଥିବାର୍ ବିପିୟୁଟି ଅଂଚଲ୍ ର ପରିଦର୍ଶନ୍ କରିଥିଲେ ।

୨୦୨୩ ନେ ହେବାର୍ କେ ଯାଉଥିବାର୍ ହକି ୱାର୍ଲ୍ଡ କପ୍ ଲାଗି ଇ ଷ୍ଟାଡିୟମ୍ କେ ତିଆରି କରାଯାଉଥିବାର୍ ବେଲ୍‌କେ ତାର୍ ଲେ-ଆଉଟ୍ , ପାର୍କିଂ ଆର୍ ଅଲଗା୍ ସବୁ ଜିନିଷ୍ ଉପ୍‌ରେ ଅନୁଧ୍ୟାନ୍ କରାଯାଇଛେ । ସବୁ ରିପୋର୍ଟ ଆର୍ ନକ୍ସା ବନାଯିବାର୍ ଓତାରୁ ଏପ୍ରିଲ୍ ନୁ ତିଆରି କାମ୍ ଆରମ୍ଭ କରାଯିବା । ଆର୍ ତାର୍ ୧ ବରଷ୍ ଭିତ୍‌ରେ ଷ୍ଟାଡିୟମ୍ ର କାମ୍ ଶେଷ୍ କରାଯିବା ବଲିକରି ପଦକ୍ଷେପ୍ ନିଆଯାଇଛେ ।

Leave A Reply

Your email address will not be published.