୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

0

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍ ବୈଠକ୍‌ନେ ଇ ନିଷ୍ପତି ନିଆଯାଇଛେ । ଡିସେମ୍ବର୍ ୨୬ ନୁ ଜାନୁଆରୀ ୧୬ ତକ୍ ପ୍ରାୟ୍ ୧ଲାଖ୍‌୨୫ହଜାର୍‌୪୧୧ ଜନ ମହାପ୍ରଭୁକଁର୍ ଦର୍ଶନ୍ କରିଛନ୍ ।

ହେଲେ ଆଏବାର୍ ୨୧ତାରିଖ୍ ନୁ ଦିନ୍‌କ ପାଖାପାଖି ୩୦ହଜାର୍ ଭକତ୍ ଦର୍ଶନ୍ କରିପାରୁଥିବାର୍ ବେବ୍‌ସ୍ଥା ପ୍ରଶାସନ୍ ଆଡୁ କରାଯିବା । ସକାଲର୍ ୭ ବଜେନୁ ଲୁକେ ଦର୍ଶନ୍ କରିପାର୍‌ବେ । ପୁରୀ ର ସ୍ଥାନୀୟ ଲୋକମାନେ ନିଜର୍ ପରିଚୟ ପତ୍ର ଦେଖେଇକରି ମନ୍ଦିର୍ ଭତର୍‌କେ ଯାଇପାର୍‌ବେ । ତାର୍ ସାଙ୍ଗେ ବେଶୀ ବୟସର୍ ଲୋକ୍ ଆର୍ ଭିନ୍ନକ୍ଷମ୍ ଲୁକକଁର୍ ଲାଗି ଅଲଗା ସୁବିଧା କରାଯିବା । ଦର୍ଶନ୍ ସମିୟାନେ ଏସ୍‌ଓପି ଲାଗୁ କର୍‌ବାର୍ ସାଙ୍ଗେ ମନ୍ଦିର୍ ଭିତ୍‌ରେ ବି ସବୁବେଲେ ସାନିଟାଇଜ୍ କରାଯିବା ବଲିକରି ପୁରୀ ଜିଲ୍ଲାପାଳ କହିଛନ୍ ।

Leave A Reply

Your email address will not be published.