କାର୍ତିକ୍‌ ମାସେ ସମ୍ପର୍ଦା ନାଚ୍‌

ପୂଜା ପାଠ୍‌ ସାଙ୍ଗେ ଲୁକେ କରୁଛନ୍‌ ସମ୍ପର୍ଦା ନାଚ୍‌

0

ଗାଁ ମାନକୁଁ ଇହାଦେ ବି ପଂଞ୍ଚ୍‌କ ସମିୟାନେ ଲୋକମାନେ ପାହାନ୍ତିଆନୁ ଉଠିକରି ପୂଜା କରବାର ସାଙ୍ଗେ ପୁରାଣ୍‌ ପାଠ୍‌ ,ସତସଙ୍ଗ୍‌, ପାଲା କାରିଥିସନ୍‌ । ସେନ୍ତା ନୁଆପଡା ଜିଲ୍ଲା ର୍‌ ଖଡିଆଲ୍‌ନେ କାର୍ତିକ୍‌ ମାସେ ପୂଜା ପାଠ୍‌ ସାଙ୍ଗେ ନାଚ୍‌ ଗାନା ଭିଲ୍‌ ଦେଖବାର୍‌କେ ମିଲିଛେ । ଖଡିଆଲ୍‌ନେ ଲୋକ୍‌ମାନେ ତାକଁର୍‌ ଭକ୍ତିଥି ସମ୍ପର୍ଦା ନାଚିକରି ଭଗବାନକେ ପୂଜା କରିଛନ୍‌ । ସମ୍ପର୍ଦା ଗୁଟେ ଲୋକକଲା ଆଏ ଯେନଥି ମୃଦୁଙ୍ଗ୍‌ , ଖଞ୍ଜ୍‌ନି ,ଝୁମ୍‌କା ବଜେଇକରି ୧୫ନୁ ୨୦ଜନ୍‌ ନାଚ୍‌ ଗାନା କରିଥିସନ ଆର୍‌ ଜନ୍‌କର ପରେ ଜନେ ପାଲିଆ ଧରିକରି ଭଜନ୍‌ ଗାଇଥିସନ୍‌ । କୃଷ୍ଣ ଭଗବାନକଁର୍‌ ଜନମ ନୁ ଗୋପଲୀଲା , କଂସବଧ୍‌ , ରାମାୟନ୍‌ ଆଦି କଥାମାନେ ସେମାନେ ଗୀତ୍‌ ଆକାରେ ଗାଇକରି ଅଭିନୟ କରିଥିସନ୍‌ । ଆର୍‌ ଇ ସବୁ ଦେଖ୍‌ବାର୍‌ ଲାଗି ସେନ ଲୁକେ ଠୁଲ୍‌ ହେଇଥିସନ ହେଲେ ଇ ବରଷ୍‌ କରୋନାନେ ବି କରୋନା ନିୟମକେ ମାନିକରି ସେମାନେ ତାକଁର୍‌ ଭକ୍ତି ଭାବ୍‌ଥି ତାକଁର୍‌ ପରମ୍ପରାକେ ପାଲ୍‌ନ କରିଛନ୍‌ ।

Leave A Reply

Your email address will not be published.