୩୧ ବରଷ୍ ଚାକ୍‌ରି କର୍‌ଲା ଉତାରୁ ବି ନାଇ ମିଲ୍‌ଲା ଦର୍‌ମା

0

ଗୁଟେ ଶିକ୍ଷକ୍ ସବୁବେଲେ ଛୁଆ ମାନକଁର୍ ଭବିଷ୍ୟତ୍ ଗଢବାର୍ ଲାଗି ନିସ୍ୱାର୍ଥପର୍ ହିସାବେ କାମ୍ କରି ଆସିଥିସି । ସେନ୍ତା ଏନ୍ତା ଜଣେ ଶିକ୍ଷକ୍ ଯିଏ ୩୧ ବରଷ୍‌ଟେ ବିନା ଦର୍‌ମା ଥି ଛୁଆ ମାନକୁଁ ପାଠ ପଢେଇଛନ୍ । ସେ ହେଉଛନ୍ ପ୍ରମୋଦ୍ କୁମାର୍ ପଣ୍ଡା । ୩୧ ବରଷ୍‌ଟେ ସେ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଲୟ୍ ବଡପୁରଲା ଧର୍ମଗଡନେ ଶିକ୍ଷକତା କରୁଥିଲେ । ହେଲେ ତାକଁର୍ ଚାକିରୀ ଜୀବନ୍ ର୍ ୩୧ ବରଷ୍ ସେ ବିନା ଦରମା ରେ କାମ୍ କରିଛନ୍ । ହେଲେ କେନ୍ତା ଏତ୍‌କି ବରଷ୍ ଚାକ୍‌ରି କଲା ଉତାରୁ ବି ସେ ବିନା ଦର୍‌ମା ରେ ଚଲୁଥିଲେ ସେ ବାବ୍‌ଦେ ଦେଖ୍‌ମା ଇ ଭିଡିଓରେ ।

Leave A Reply

Your email address will not be published.