ଆର୍‌ ନାଇନ  ରାଜେନ୍ଦ୍ର ପଣ୍ଡା

0

ସମ୍ବଲପୁର୍‌ର ରାଜେନ୍ଦ୍ର ପଣ୍ଡା ଯିଏକି ଥିଏଟର୍‌ ଜଗତ୍‌ର ଗୁଟେ ଜନା ସୁନା ଅଭିନେତା ଥିଲେ ଆଏଜ୍‌ ତାକଁର ବି୍‌ୟୋଗ୍‌ ହେଇଯାଇଛେ । ଖାଲି ଥିଏଟର୍‌ ଜଗତ୍‌ ନାଇ ,ସେ ଆମର୍‌ ଓଡିଆ ଫିଲ୍ମ୍‌ ଜଗତ୍‌ ନେ ଭିଲ୍‌ ବହୁତ ଜନା ସୁନା ଚେହେରା ଟେ ଥିଲେ । ସେ ଜନେ କଲାକାର ହେବାର୍‌ ସାଙ୍ଗେ ସାଙ୍ଗେ ଜନେ ନିର୍ଦ୍ଦେଶକ୍‌ ଭିଲ୍‌ ଥିଲେ । ତାକଁର ପହେଲା ଓଡିଆ ସିନେମା ଅସ୍ତରାଗ୍‌ ନେ ନିର୍ଦ୍ଦେଶନା ଦେଇକରି ଗୁର୍ଦୁଟେ ପ୍ରଶଂସା ପାଇଥିଲେ । ପେଶା ନେ ଓକିଲ୍‌ ନିଶା ନେ ଥିଲେ କଲାକାର୍‌ । ସେ ସାରା ଓଡିଶାର୍‌ ନାଟକ୍‌ ଜଗତ୍‌ ର ଜନେ ମଜ୍‌ବୁତ୍‌ ସଂଗଠକ୍‌ ଥିଲେ । ସେ ବହୁତଟେ ଖେଲ୍‌ ଖେଲିକରି ଭିଲ୍‌ ନା କମେଇଥିଲେ । ଆଏଜ୍‌ ତାହାକଁର୍‌ ମର୍‌ବାର୍‌ ଖବର୍‌ ଶୁନିକରି ଓଡିଶାର୍‌ ନାଟକ ଜଗତ୍‌ ସାଙ୍ଗେ ସାରା ସମ୍ବଲପୁର ସହରନେ ଲୁକେ ମନଦୁଖ୍ କରିଛନ୍ ।

Leave A Reply

Your email address will not be published.