ଆଜି ଧନ୍‌ତେରସ

ସୁନା ଦୁକାନେ ଲାଗିଛେ ଗରାଖକଁର ଗହଲ୍ ଚହଲ୍‌

0

ଆଝି ହେଉଛେ ଧନ୍‌ତେରସ୍ । କାର୍ତ୍ତିକ ମାସର ଅନ୍ଧାର ପଖ୍ ତ୍ରୟୋଦଶୀନେ ପୂରା ଦେଶ ପାଲୁଛେ ଧନତେରସ୍ । ଇ ଦିନେ ସୁନା ହେଉ କି ରୂପା କି କେନସି ଦାମି ଜିନିଷ ଘିନଲେ ଘରେ ଧନ୍ ବଢସି ବଲି ଲୁକକଁର ବିଶ୍ୱାସ ରହିଛେ । ଧନତେରସ୍ ଲାଗି ସୁନା ଦୁକାନ ମାନକେ ଜବର ଭିଡ ଦେଖବାକେ ମିଲିଛେ । ରାଜଧାନୀ ଭୁବନେଶ୍ୱର ସାଙ୍ଗେ ରାଜ୍ୟର ଦୁଶରା ଜାଗା ମାନକେ ଭିଲ ଲୁକେ ସୁନା ରୂପାର ଅଲଙ୍କାର ଘିନବାରନେ ବେସ୍ତ ଅଛନ୍ । ସେଆଡେ କରୋନା ବଢବାର ଭିଲ୍ ଡର ରହିଥିବାର ବେଲେ କୋଭିଡ ନିୟମ ଉପରେ ଅଏତକା ଗୁରୁତ୍ୱ ଦିଆଯାଇଛେ ।

ଇ ବଛର କରୋନା ଲାଗି ଦୁକାନ ମାନକେ ଭିଡ ଟିକେ କମ୍ ଥିବାର ଦେଖବାକେ ମିଲିଛେ । କେହି ଭିଲ୍ କୋଭିଡ୍ ନିୟମ ନାଇଁ ମାନଲେ କଡା ଦଣ୍ଡ ଦିଆଯିବାର ଲାଗି ନିର୍ଦ୍ଦେଶ ରହିଛେ । ସେନ୍ତା ଦୁକାନବାଲାମାନେ ଭିଲ ଯଦି ନିୟମ ନାଇଁ ମାନବେ ତାହାହେଲେ ତାକଁର ଦୁକାନ୍ ସିଲ୍ କରାଯିବାର ଲାଗି ପ୍ରଶାସନିକ ସ୍ତରନେ ନିର୍ଦ୍ଦେଶ ଦିଆଯାଇଛେ । ଘରେ ଧନ ଯଶ ବଢବାର ଲାଗି ଧନତେରସନେ ସୁନା ରୂପାର କେନସି ବି ଜିନିଷ ଘିନିଥିସିନ୍ ଆରୁ ଲକ୍ଷ୍ମୀ ଗଣେଷକଁର ପାଶେ ରଖିକରି ପୂଜା କରିଥିସନ୍ । ଲଗନ୍ ହିସାବେ ଧନତେରସ୍‌ନେ ପୂଜା କରାଯାଉଥିବାର ବେଲକେ ଇ ବଛର ୫.୫୯ନେ ଲଗନ୍ ରହିଛେ ।

Leave A Reply

Your email address will not be published.