ସୁନ୍ଦରଗଡନେ ଏମ୍ସ ଖୁଲବାର୍‌ ଦାବି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍‌କଁର୍‌ ପାସ୍‌କେ ଗଲା ଚିଠି

0

ସୁନ୍ଦରଗଡ ଜିଲ୍ଲାନେ ଏମ୍ସର୍‌ ଆର୍‌ ଗୁଟେ ପ୍ରତିଷ୍ଠାନ୍‌ ଖୁଲବାରକେ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍‌ ରାଜେଷ୍‌ ଭୂଷଣକୁଁ ଚିଠି ଲେଖଛନ୍‌ ମୁଖ୍ୟ ଶାସନ୍‌ ସଚିବ୍‌ ଅସିତ୍‌ ତ୍ରିପାଠୀ । ରାଏଜନେ ଏମ୍ସ ଗୁଟେ ଭଲ୍‌ ସ୍ୱାସ୍ଥ୍ୟ ସେବା ଦେଇ ଆସୁଛେ ସେଥିର୍‌ ଲାଗି ଏମ୍ସ ର ନାଁ ରହିଛେ । ରାଏଜ୍‌ନେ ରୋଗୀ ସଂଖ୍ୟା ବଢୁଥିବାରନୁ ଓଡିଶାର୍‌ ସୁନ୍ଦର୍‌ଗଡ ଜିଲ୍ଲାନେ ତାର୍‌ ଆର୍‌ ଗୁଟେ କ୍ୟାମ୍ପସ୍‌ ର ପ୍ରତିଷ୍ଠା କରବାର୍‌ ଦରକାର୍‌ ବୋଲି ଶ୍ରୀ ତ୍ରିପାଠୀ ସେ ଚିଠିନେ ଲେଖିଛନ୍‌ । ସୁନ୍ଦର୍‌ଗଡନେ କଲେଜ୍‌ ଆର୍‌ ହସ୍ପିଟାଲ୍‌ ଲାଗି ସବୁ ପ୍ରକାରର୍‌ କାମ୍‌ ଆରମ୍ଭ ହେଇଛେ । ଆର୍‌ ସେନେଇକରି ଏନଟିପିସି ଆର୍‌ ରାଜ୍ୟ ସରକାରକଁର୍‌ ଭିତରେ କଥା ବାର୍ତା ଭିଲ୍‌ ସରିଯାଇଛେ । ଏମ୍ସ ଲାଗି ୫୦୦ ଟା ବେଡ୍‌ର ସୁବିଧା କରାଯାଉଥିବାର୍‌ ବେଲେ ୧୦୦ ଏମବିବିଏସ୍‌ ଡାକ୍ତର୍‌ର ପାଠ୍ୟକ୍ରମ୍‌ ଲାଗି ମେଡିକାଲ୍‌ ର ପ୍ରସ୍ତୁତି ଆରମ୍ଭ ହେଇଛେ । ମନ୍ତ୍ରାଳୟ୍‌ନୁ ଅନୁମତି ଆସଲେ ଏମ୍ସର୍‌ ୨ନଂ କେମ୍ପସ୍‌ ଖୁଲବା ବଲି ଶ୍ରୀ ତ୍ରିପାଠୀ ଚିଠି ଜରିଆନେ ଲେଖିଛନ୍‌ ।

Leave A Reply

Your email address will not be published.