ଡେର୍ ରାଏତ୍‌ନେ ଲାଗଲା ନିଆଁ, ଟିକେକେ ବଂଚଲେ ଘରର ମାଲିକ୍‌

ରାଉରକେଲା ବାସନ୍ତୀ କଲୋନୀନେ ନିଆଁ ଲାଗି କରି କାର୍‌, ବାଇକ୍ ସାଙ୍ଗେ ଘରର ସାମାନ ଜଲିକରି ଖାର୍‌

0

ଡେର୍ ରାଏତ୍‌ନେ ଘରେ ନିଆଁ ଲାଗିକରି ଜଲିଗଲା ଘର୍ । ରାଉରକେଲା ବାସନ୍ତୀ କଲୋନୀ ଏଲ-୫୭(ଫେଜ୍‌-୧) ଘରେ ନିଆଁ ଲାଗିଯାଇଥିଲା । ନିଆଁଲାଗିକରି ଗୁଟେ କାର, ଦୁଇଟା ବାଇକ୍‌, ସ୍କୁଟି, ସାଇକଲ ସାଙ୍ଗେ ଘର ଦୁଶରା ସାମାନ୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘରର କେନସି ସଦସ୍ୟକଁର କିଛି କ୍ଷତି ନାଇଁ ହେଇଥିବାର ନେଇକରି ସୂଚନା ମିଲିଛେ । ଘଟନା ଜାଗାନେ ଦମକଲ ଗାଡି ଆସିକରି ନିଆଁ ଲିଭାଯାଇଥିଲା । ସେଆଡେ ପଡୋଶୀ ଘରନେ ଭିଲ୍ ନିଆଁ ଲାଗବାର ସମ୍ଭାବନା ରହିଥିବାର ବେଲେ ବଂଚିଯାଇାଛେ ।

ସୂଚନା ହିସାବେ ରାଉରକେଲା ବାସନ୍ତୀ କଲୋନୀ ଏଲ-୫୭ନେ ରହୁଥିବାର ବ୍ୟବସାୟୀ ଦେବବ୍ରତ ମହାପାତ୍ର ଘରେ ନିଆଁ ଲାଗିଥିଲା । ନିଜେ ଉପର ମହଲାନେ ରହୁଥିବାର ବେଲକେ ତଲେ ଗୁଟେ ପରିବାରକେ ଭଡା ଦେଇଥିଲେ । ଗଲା କାଲି ଦେବବ୍ରତକଁର ଘରର ଲୁକେ ନାଇଁଥିବାର ବେଲକେ ତଲ ମହଲା ଗ୍ୟାରେଜନୁ ଧୂଆଁ ବାହାରୁଥିବାର ଦେଖବାକେ ପାଇଥିଲେ । ହେଲେ ସେତେବେଲ ତକ୍ ନିଆଁ ଉପର ମହଲାକେ ଲାଗିସାରିଥିଲା ଆରୁ ସେ ଉପରେ ଫସିକରି ରହିଥିଲେ । ଘଟନା ଜାଗାନେ ଦମକଲ ବାହିନୀ ପୁହୁଞ୍ଚିକରି ଦେବବ୍ରତକୁଁ ବାହାର କରିଥିଲେ । କାର ସର୍ଟ ସର୍କିଟ୍ନୁ ନିଆଁ ଲାଗିଥିବାର ଜନାପଡିଛେ ।

Leave A Reply

Your email address will not be published.