ବଜେଟ୍ ଅଧିବେଶନ୍ ଆରମ୍ଭ

ମିଳିତ ଅଧିବେଶନନେ ଦୁହି ଗୃହକେ ସମ୍ବୋଧିତ୍ କରୁଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0

ଆଜିନୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ୍ । ବଜେଟ୍ ଅଧିବେଶନ୍‌ନ ପହେଲା ଦିନେ ଦୁହି ଗୃହକେ ସମ୍ବୋଧିତ୍ କରୁଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇତାର ଆଘୋନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦନେ ସମ୍ବୋଧନ୍ କରିଛନ୍ । ବରଷ ୨୦୨୧ର ପହେଲା ବଜେଟ୍ ଅଧିବେଶନ୍ ବଲି ପ୍ରଧାନମନ୍ତ୍ରୀ କହିଛନ୍ । ୨୦୨୦ନେ ଭିଲ୍ ଅର୍ଥମନ୍ତ୍ରୀ ମିନି ବଜେଟ୍ ଉପସ୍ଥାପନ୍ କରିଥିବାର ବେଲକେ ଇ ବଛର ଭିଲ୍ ମିନି ବଜେଟ୍ ଉପସ୍ଥାପନ୍ କରାଯିବା । ଫେବୃଆରୀ ପହେଲାନେ ବଜେଟ୍ ଉପସ୍ଥାପନା କରବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଆଡେ ଆଏଜ୍ ରାଷ୍ଟ୍ରପତିକଁର ଅଭିଭାଷଣକେ କଂଗ୍ରେସ ସାଙ୍ଗେ ୧୯ଟା ଦଲ ବୟକଟ୍ କରବାକେ ନିଷ୍ପତ୍ତି ନେଇଛନ୍ ।

Leave A Reply

Your email address will not be published.