ବସ୍‌.. ମଟର୍‌.. ବନ୍ଦ, କେନ୍ତା କର୍‌ବେ ଡାଏଭର୍‌, ହେଲ୍‌ପର୍

0

କେନ୍ ହିସାବେ ମୁନୁଷ୍‌କେ ହେଲେ ନାଇଁ ଡରଉଛେ ଇ କରୋନା… ଏଡେ ଟେ ଭାଏରସ୍ ପୁରା ଦୁନିଆଁକେ ଇଆଡ୍ ସେଆଡ୍ କରି ଦେଉଛେ । ସେଥିର୍ ଲାଗି ଆଏଜ୍ ଠାନୁ ରାଏଜ୍ ସାରା ଲକ୍‌ଡାଉନ୍ । ଏନ୍ତା କଲେ ଏକା କରୋନା କାବୁ ହେବା ବଲି ସଭେ କହୁଛନ୍ । ବାକି ଲକ୍‌ଡାଉନ୍ ଲାଗି ଗାଡି ମଟର୍ ସବୁ ବନ୍ଦ । ବନେ ଦିନ୍ ଇହାଦେ ନାଇଁ ଶୁଭେ ପଁ..ପଁ.. ହରନ୍ । ବାକି କେନ୍ତା ଚଲ୍‌ବେ ଡାଏଭର୍ ଆର୍ ହେଲ୍‌ପର୍ ମାନେ । ଇ ଭିଡିଓନେ ଦେଖୁନ୍ କାଁ ବଲୁଛନ୍ ବସ୍‌ମାଲିକ୍ ମାନେ ।

Leave A Reply

Your email address will not be published.