ଏତକି ଅବସ୍ଥା ତ ହେଲନ ଟିକେ ଆମର୍ କଥା ହେଲେ ଶୁନଗୋ

0

ବଢି ବଢି ଚାଲିଛେ କରୋନା କାୟା । ପଜିଟିଭକଁର ସଂଖ୍ୟା ଇହାଦେ ପିକ୍‌ନେ ରହିଛେ । ଦେଶର ସ୍ଥିତି ଏତକି ଖରାପ୍ ହେଇଯାଇଛେ ଇଥରୁ ମୁକଲିବାର ଲାଗି ସମିଆଁ ଲାଗବା । ପୁରା ଦେଶନେ ଟିକାକରଣ ଚାଲିଥିଲେ ଭିଲ୍ କରୋନା ସଂକ୍ରମଣ ନାଇଁ କମବାର ଉଲଟା ବଢି ବଢି ଚାଲିଛେ । ସରକାର, ପ୍ରଶାସନ, ସେଲିବ୍ରିଟୀନୁ ନେଇକରି ଦୁଶରା ସମାଜସେବୀ ଭିଲ୍ ଇହାଦେ ଲୋକମାନକୁଁ ସତର୍କ କରଉଛନ୍ ଭିନ୍ ଭିନ୍ ସଚେତନତାର କଥା କହିକରି । ବହୁତ୍ ସମିଆଁନେ ଦେଖିଥିବେ ସାଧାରଣ ଲୋକ ଭିଲ୍ ସଚେତନ୍ କରବାର ଲାଗି କେତେ ପ୍ରକାରେ ବାର୍ତ୍ତା ପୁହୁଞ୍ଚାବାର ଲାଗି ଚେଷ୍ଟା କରୁଛନ୍ । ଆରୁ ଇହାଦେ ଛୋଟ୍ ଛୋଟ୍ ଛୁଆମାନେ ଭିଲ୍ ଇଥରେ ସାମିଲ୍ ହେଇଛନ୍ । ଲୋକମାନକୁଁ କରୋନା ନିୟମ୍ ମାନବାର ଲାଗି କେନ୍ତା କହୁଛନ୍ ସେସବୁ ଦେଖମା ପହରାର ଆଜିର ଇ ଭିଡିଓଥି ।

Leave A Reply

Your email address will not be published.