ଗାଁ ଗାଁ ବୁଲି ବୁଲି ବାଣ୍ଟୁଛନ୍ ମାହାଲିଆ ଖାନା

0

କରୋନା ଲାଗି ଇହାଦେ ସ୍ଥିତି ଏତକି ଖରାପ୍ ହେଇଯାଇଛେ ଯେ ଶେଷେ ଇତାର ଚେନ୍ ବ୍ରେକ୍ କରବାର ଲାଗି ଲକଡାଉନ୍ ଜାରି ହେଇଛେ ରାଜ୍ୟନେ । ଲକ୍‌ଡାଉନ୍ ଲାଗି ଇହାଦେ ବହୁତ୍‌ଟେ ଗରିବ ଦୁଖିକଁର ଖାଏବାର ସମସ୍ୟା ଦେଖାଦେଇଛେ । ଇ ଅସହାୟ ମାନକୁଁ ମୁଠେ ଦାନା ଯୁଗାବାର ଲାଗି ଗୁଟେ ଯୁଆନ୍ ସଂଗଠନ୍ ଆଗକେ ଆସିଛନ୍ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଢୁଡକେଲ୍ ଗାଁର ବିନ୍ଦୁ ମହାନନ୍ଦ ଆରୁ ତାକଁର ସଦସ୍ୟ ମିଶିକରି ରନ୍ଧା ଖାନା ଯୁଗେଇ ଦେଉଛନ୍ । ଗାଁ ଗାଁ ବୁଲି ବୁଲି ଇମାନେ ମାହାଲିଆଥି ଖାନା ଯୁଗଉଛନ୍ । ବହୁତ୍ ବୁଢା ବୁଢୀ ଅସହାୟ ମାନେ ଉପକୃତ୍ ହେଇପାରୁଛନ୍ ଇ ଯୁଆନକଁର ଲାଗି । ପହରାର ଇ ଭିଡିଓନେ ବିନ୍ଦୁ ମହାନନ୍ଦ ଆରୁ ତାକଁର ସଦସ୍ୟକଁର ସାଙ୍ଗେ କଥା ଲାଗମା ।

Leave A Reply

Your email address will not be published.