ସମ୍ବଲପୁରର ଟୁକେଲ ଶ୍ରୀୟଙ୍କା ଜିତଲେ ପଦକ୍‌

ନୂଆଦିଲ୍ଲୀନେ ହେଉଥିବାର ନ୍ୟାସନାଲ ସୁଟିଂ ପ୍ରତିଯୋଗିତାନେ ବ୍ରୋଞ୍ଚ ଜିତଲେ ଶ୍ରୀୟଙ୍କା

0

ସୁଟର୍ ଶ୍ରୀୟଙ୍କା ଷଡଙ୍ଗୀ ଦେଖାଲେ ଟୁକେଲ ପାୱାର । ନୂଆଦିଲ୍ଲୀନେ ଆୟୋଜିତ୍ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟସ୍‌ନେ ଭାଗ ନେଇକରି ଜିତିଛନ୍ ପଦକ୍ । ଇ ପ୍ରତିଯୋଗିତାନେ ତିନ୍ ନମ୍ବରନେ ଆସିଥିବାର ଶ୍ରୀୟଙ୍କାକୁଁ ବ୍ରୋଞ୍ଚ ପଦକ୍ ମିଲିଛେ । ଦୁଇଥର ଟ୍ରାଏଲନେ ଶ୍ରୀୟାଙ୍କା ସମାନ୍ ସ୍କୋର ୬୨୯.୧ ପଏଣ୍ଟ କରିକିନା ୬ ନମ୍ବରନେ ରହିଥିଲେ । ଆରୁ ଫାଇନାଲନେ ସେ ତିନ୍ ନମ୍ବରନେ ଆସିକରି ପଦକ୍ ପାଇବାରନେ ସଫଲ୍ ହେଇଛନ୍ । ପ୍ରତିଯୋଗିତାନେ ଦେଶର ଭିନ୍ ଭିନ୍ ଜାଗାନୁ ଆସିଥିବାର ୩୦ ଜନ୍ ସୁଟର୍ ଭାଗ ନେଇଥିଲେ । ଶ୍ରୀୟଙ୍କା ସମ୍ବଲପୁରର ଟୁକେଲ ହେଇଥିବାର ବେଲକେ ଭୁବନେଶ୍ୱର କିଟ୍ କଲେଜ ଛାତ୍ରୀ । ତାକଁର ସଫଲତାନେ କିଟ୍ ଆରୁ କିସ୍ ପ୍ରତିଷ୍ଠାତା ଡାକ୍ଟର ଅଚ୍ୟୁତ୍ ସାମନ୍ତ ତାକୁଁ ଶୁଭେଚ୍ଛା ଜନେଇଛନ୍ ।

Leave A Reply

Your email address will not be published.