ଆକ୍ଟିଂ ଦୁନିଆଁକେ ଇମ୍ରାନ୍‌କଁର ବାଏ ବାଏ…

ଇମ୍ରାନ୍ ଫିଲ୍ମ ଛାଡବାର କଥା ଜନାଲେ ତାକଁର ସାଙ୍ଗ ଅକ୍ଷୟ ଓବରଏ

0

ଅଭିନୟ ଦୁନିଆଁ ଛାଡଲେ ବଲିଉଡ ଅଭିନେତା ଇମ୍ରାନ୍ ଖାନ୍ । ୨୦୦୮ ମସିହାନେ ଫିଲ୍ମ ‘ଜାନେ ତୁ ୟା ଜାନେନା’ ଫିଲ୍ମନୁ ଡେବ୍ୟୁ କରିଥିଲେ । ପହେଲା ଫିଲ୍ମନୁ ହିଁ ସେ ନିଜର ଅଭିନୟର ଯାଦୁଥି ଦର୍ଶକକଁର ମନ ଘିନିଥିଲେ । ୨୦୧୫ ସାଲେ କଟ୍ଟିବଟ୍ଟି ଫିଲ୍ମ ଜରିଆନେ ଦେଖନାହାରୀକଁର ଆହୁରି ପାଶେ ପହୁଞ୍ଚି ପାରିଥିଲେ ଇମ୍ରାନ୍ । ଫିଲ୍ମ ଦୁନିଆନୁ ବାହାରିବାର ନେଇକରି ଇମ୍ରାନକଁର ଜନେ ଭଲ୍ ସାଙ୍ଗେ କହିଛନ୍ ।

ଅକ୍ଷୟ ଓବରଏ ଇମ୍ରାନ୍ ଅଭିନୟ ଛାଡିଥିବାର ନେଇକରି ଗୁଟେ ଇଣ୍ଟରଭ୍ୟୁ ଥି କହିଛନ୍ । ଇମ୍ରାନ୍ ଆରୁ ଅକ୍ଷୟ ମୁମ୍ବାଇର ପଶ୍ଚିମ ଅନ୍ଧେରୀନେ ଥିବାର କିଶୋର ଆକ୍ଟିଂ ସ୍କୁଲନେ ଏକାସାଙ୍ଗେ ଅଭିନୟ ଶିଖୁଥିବାର କହିଛନ୍ । ଇମ୍ରାନକଁର ଭିତରେ ଗୁଟେ ଭଲ ଲେଖକ ହେବାର କଲା ଲୁକି ରହିଥିବାର ଭିଲ୍ କହିଛନ୍ ଅକ୍ଷୟ । ସେ ନିଜର ଭିତରେ ଲୁକି କରି ଥିବାର ଇ କଲାକେ କେଭେ ବାହାରକେ ଆନବେ ସେଦିନ୍‌କେ ଟାକିଛନ୍ ବଲି କହିଛନ୍ ଅକ୍ଷୟ । ଇମ୍ରାନ୍ ଖାନ୍ ହେଉଛନ୍ ବଲିଉଡ୍ ସୁପରଷ୍ଟାର ଆମିର ଖାନ୍‌କଁର ଭଞ୍ଜା ।

Leave A Reply

Your email address will not be published.