ଝାରସୁଗୁଡା ଜଙ୍କସନ୍ ର ବିକାଶ୍ କେଭେ ?

0

ଝାରସୁଗୁଡା ଜିଲ୍ଲା ର ରେଲୱେ ଷ୍ଟେସନ୍ ଅବସ୍ଥା ଦିନ୍‌କୁ ଦିନ୍ ଖରାପ୍ ହେବାର୍‌କେ ଲାଗିଛେ । ଝାରସୁଗୁଡା ଜିଲ୍ଲାର୍ ରେଲୱେ ଜଙ୍କ୍‌ସନ୍ ଅଧିନ୍ ଥି ୫ଟା ରେଲୱେ ଷ୍ଟେସନ୍ ଆର୍ ୩ଟା ରେଲଡିଭିଜନ୍ ରହିଛେ । ଝାରସୁଗୁଡା ରେଲୱେ ଷ୍ଟେସନ୍ ଓଡିଶାର୍ ଗୁଟେ ବଡ ଆର୍ ପୁରଣା ରେଲୱେ ଜଙ୍କସନ୍ ହେଇଥିବାର୍ ବେଲ୍‌କେ ସମିଆ ସାଙ୍ଗେ ତାର୍ ଅବସ୍ଥା ଖରାପ୍ ହେବାର୍ କେ ଲାଗିଛେ । ସବୁ ବେଲେ ଯାତ୍ରୀ ମାନେ ଝାରସୁଗୁଡା ରେଲୱେ ଷ୍ଟେସନ୍ ଉପ୍‌ରେ ନିର୍ଭର କରୁଥିବାର୍‌ନୁ ତାର୍ ବିକାଶ୍ ହେଇ ନାଇପାରୁଥିବାର୍ ସେନର୍ ସ୍ଥାନୀୟ ଅଂଚଳ ର ଲୋକ କହିଛନ୍ । ଷ୍ଟେସନ୍ ନେ ପିଇବାର୍ ପାଏନ୍ , ସଫା ସୁତ୍‌ରା ଶୌଚାଲୟ ଦେଖବାର୍‌କେ ନାଇ ମିଲବାର୍ । ସେନ୍ତା ଯାତ୍ରୀ ମାନକଁର୍ ସୁବିଧା ଲାଗି ଲିଫ୍ଟ ରହିଥିଲେ ବି ସେଟା ବି କାମ୍‌କେ ନାଇ ଆସବାର୍ । ତାର୍ ସାଙ୍ଗେ ରେଲୱେ ଷ୍ଟେସନ୍ ର ଯାତ୍ରୀ ମାନକଁର୍ ବସ୍‌ବାର୍ ଲାଗି ରହିଥିବାର୍ କୋଠରି ମାନେ ବି ଭଲ୍ ଅବସ୍ଥା ନେ ନାଇନ । ସବୁଆଡେ ରେଲୱେ ଷ୍ଟେସନ୍ ମାନକୁଁ ସୁନ୍ଦର୍ ବନାବାର୍ ଲାଗି କାମ୍ ଆରମ୍ଭ ହେଉଥିବାର୍ ବେଲ୍‌କେ ଝାରସୁଗୁଡା ଷ୍ଟେସନର୍ ସଫା ସୁତ୍‌ରା ଆର ସୌନ୍ଦର୍ଯ୍ୟକରଣ୍ ଉପରେ କଛି କାମ୍ ନାଇ ହେଉଥିବାର୍ ଦେଖ୍‌ବାର୍ କେ ମିଲିଛେ ।

Leave A Reply

Your email address will not be published.