ରାଏଜ୍ ର୍ ତାଲାବନ୍ଦ୍‌ନେ କେନ୍ କେନ୍ ଉପ୍‌ରେ ଲଗାଯାଇଛେ କଟକଣା

0

ମେ ୫ ତାରିଖ୍ ନୁ ୧୯ ତାରିଖ୍ ତକ୍ ରାଏଜ୍ ନେ ଲକ୍ ଡାଉନ୍ ଘୋଷ୍‌ଣା କରିଛନ୍ ରାଜ୍ୟ ସରକାର୍ । କରୋନା ସଂକ୍ରମଣ ବଢୁଥିବାର୍ ରାଜ୍ୟ ସରକାର୍ ଇ ନିଷ୍ପତ୍ତି ନେଇଛନ୍ । କରୋନା ସଂକ୍ରମଣ ରାଏଜ୍‌ନେ ବଢୁଥିବାର୍ ନୁ ରାଜ୍ୟ ସରକାର୍ ସାରା ରାଏଜ୍‌ନେ ୧୪ ଦିନ୍ ଲାଗି ତାଲାବନ୍ଦ୍ ଘୋଷଣା କରିଛନ୍ । ତ ସେ ଭିତ୍‌ରେ କେନ୍ କେନ୍ ଜିନିଷ୍ ଉପ୍‌ରେ କଟକଣା କରାଯାଇଛେ ଦେଖ୍‌ମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.